ବରୀ ଅଂଚଳରେ ଯାକ ଯମକରେ ରାମ ନବମୀ ପୂଜା ଅନୁଷ୍ଠିତ
ବରୀ, ୩୦/୦୩ ( ରଂଜିତ ମହାନ୍ତି ) : ବରୀ ଅଂଚଳରେ ଯାକ ଯମକରେ ରାମ ନବମୀ ପୂଜା ଅନୁଷ୍ଠିତ ହୋଇଚି ପାରାୟଣ ସହିତ ରାମଙ୍କ ପ୍ରବଚନ ଓ ସଂସ୍କୁର୍ତ୍ତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଅଛି ରମ୍ପା ପଞ୍ଚାୟତର ନେଉଳା ଗ୍ରାମର ଅନୁଷ୍ଠିତ ହୋଉଅଛି ଦୋକାନ ବଜାର ସହିତ ସନ୍ଧ୍ୟା ସମୟରେ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳୁଚି ତା ସାଙ୍ଗକୁ ପ୍ରସାଦ ସେବନ ସହିତ ଅନୁଷ୍ଠିତ ହୋଇଅଛିଗ୍ରାମର ଛୋଟରୁ ବଡ ବୁଦ୍ଧିଜୀବି ଲୋକମାନେ ଦେଖିବାକୁ ମିଳୁଚି