Hot Posts

6/recent/ticker-posts

କନସିଂହା ନୁଆପାଲି ର ଲଳିତ କୁମାର ସାହୁ ହେଲେ ପଦମପୁର ବ୍ଳକ ତେଲି ସମାଜ ର ନୂତନ ବ୍ଲକ୍ ସଭାପତି।

ପଦ୍ମପୁର, ୦୮/୦୩ ( ଆଶିଷ କୁମାର ଭୋଇ ) : ବରଗଡ଼ ଜିଲ୍ଲା ପଦମପୁର ବ୍ଲକ୍ କନସିଂହା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ନୁଆପଲି ଗ୍ରାମର ଲଳିତ କୁମାର ସାହୁ ପଦମପୁର ତେଲି ସମାଜ ର ନୂତନ ବ୍ଲକ୍ ସଭାପତି ରୂପେ ମନୋନୀତ ହୋଇଛନ୍ତି। ଫଳରେ ବିଭିନ୍ନ ମହଲ ରୁ ଶୁଭେଚ୍ଛା ର ସୁଅ ଛୁଟୁଛି। ସେ ନିଜର ପ୍ରତିକ୍ରିୟା ରେ କହିଛନ୍ତି ଯେ ଆଗାମୀ ଦିନରେ କିଭଳି ଭାବରେ ତେଲି ସମାଜ ଆଗକୁ ଯିବ ସେଥି ପ୍ରତି ଧ୍ୟାନ ଦେବା ସହିତ ସମାଜ ଉନ୍ନତି ପାଇଁ ଦୃଢ ସଂକଳ୍ପବଦ୍ଧ।