Hot Posts

6/recent/ticker-posts

କୋରାପୁଟରେ ଶିକ୍ଷା ବିଭାଗର ସ୍ବତନ୍ତ୍ର ଷ୍ଟଲ୍: ଶିକ୍ଷାର ମାନ ବୃଦ୍ଧି ପାଇଁ ନିଆରା ପ୍ରୟାସ

କୋରାପୁଟ, ୦୮/୦୩ ( ଗୁପ୍ତ ପ୍ରସାଦ ପତ୍ରିକା / ଏ. ଭେଙ୍କଟ ରାଓ ) : ଉକ୍ତ କାର୍ଯ୍ୟକ୍ରମରେ କୋରାପୁଟ ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ଏକ ସ୍ବତନ୍ତ୍ର ଷ୍ଟଲ୍ କରାଯାଇଥିଲା ଏଥିରେ ବିଭିନ୍ନ ପ୍ରକାର ର ଶିକ୍ଷଣ ସାମଗ୍ରୀ ଓ ଶିକ୍ଷା ର ଅଭିବୃଦ୍ଧି ଓ ଶିକ୍ଷା ର ମାନ ବଢାଇବା ନିମନ୍ତେ ଶିକ୍ଷା ବିଭାଗ ଦ୍ଵାରା ଯେଉଁ ଭଳି ଭାବରେ ପଦକ୍ଷେପ ନିଆ ଯାଉଅଛି ଏ ସମ୍ପର୍କରେ ସମସ୍ତ ଙ୍କୁ ସଚେତନ କରାଇବା ନେଇ ଶିକ୍ଷା ବିଭାଗ ଦ୍ବାରା ଏକ ନିଆରା ପ୍ରୟାସ ବୋଲି ଶ୍ରୀ ଚନ୍ଦନ କୁମାର ନାୟକ ଗୋଷ୍ଠୀ ଶିକ୍ଷା ଅଧିକାରୀ ଜୟପୁର ସୁଚନା ଦେଇଥିଲେ, ଆରମ୍ଭ ର ପ୍ରଥମାର୍ଦ୍ଧରେ ଶ୍ରୀ ଶଶୀଭୂଷଣ ଦାଶ୍, ଜଗନ୍ନାଥ ମୀଶ୍ର, ଶ୍ରୀ ଇନ୍ଦ୍ର ପ୍ରଧାନ, ଶ୍ରୀ ମନୋଜ କୁମାର ଦାଶ୍, ଶ୍ରୀମତୀ ଉକାନାନ୍ତି ଦେବି ପ୍ରମୁଖ ଉପସ୍ଥିତ ଥିଲେ, ଏହି କାର୍ଯ୍ୟକ୍ରମ ୧୪ ୦୩.୨୦୨୬ ରିଖ ପଯ୍ୟନ୍ତ ଚାଲିବ ବୋଲି ସରକାର ଙ୍କ ତରଫ ରୁ ପ୍ରକାଶ