Hot Posts

6/recent/ticker-posts

କୋରାପୁଟରେ ଟ୍ରେନ୍ ରାସ୍ତା ପାଖରେ ଡ୍ରାଇଭରଙ୍କ ସନ୍ଦେହଜନକ ମୃତ୍ୟୁ, ତଦନ୍ତରେ ଜିଆରପି

କୋରାପୁଟ, ୦୩/୦୩ ( ଗୁପ୍ତ ପ୍ରସାଦ ପତ୍ରିକା ) : ଆଜି ସକାଳୁ କୋରାପୁଟ ନିକଟସ୍ଥ ନୂଆ,କଲନୀ (ଲାଣ୍ଡିଗୁଡ଼ା) ପାକନାଗୁଡ଼ା, ଟ୍ରେନ ରାସ୍ରା ପ୍ରାସ୍ୱନିକଟରୁ କୋରାପୁଟ ହାଟପଦା ସ୍ଥିତ ଡ୍ରାଇଭର ରାଜୁ ମୂଦୁଲି ଙ୍କର ମୃତ ଶରିର ସନ୍ଦେଦ ଯନକ ଦ୍ଭାବରେ ପଡ଼ିରହିଛି ପ୍ରତେକ୍ଷ୍ୟ ଦର୍ଷିଙ୍କ କହିବା ଅନୁଶାରେ ଗତକାଲି ରାତ୍ରି ତମାମ ନୂଆ କଲିନି ପାଖରେ ଶିବ ମନ୍ଦିର ହଳପଡି ଉର୍ଚ୍ଚବ ହୋଇଥିଲା ।ବଧେହୁଏ ଏହି ମୃତ ବ୍ୟକ୍ତି ସେଠାକୁ ଆସିଥିବ ଓ ସେଠାରୁ ସେପଟ କୌଣଷି କାରଣରୁ ଯାଇ ଟ୍ରେନ ରେ କଟି ଜାଇଥିବ ବୋଲି କହୁଥିବା ବେଳେ ତାଙ୍କ ସ୍ତ୍ରୀ,ଓ ନିଜ ଭଉଣି ମାନେ ଅଭିଯୋଗ କରୁଛ଼ନ୍ତିଯେ ତାଙ୍କ ଦ୍ଭାଇକି କେହି ହତ୍ୟା କରିଛନ୍ନ୍ତି । ଘଟଣାସ୍ତଳରେ ଜି, ଆର,ପି ପହଞ୍ଚି ତଦନ୍ତ କରୁଛନ୍ତି । ଶବବ୍ୟବଛଦ ହେଲା ପରେ ସତ୍ୟାସତ୍ୟ ଜଣାପଡ଼ିବ ।