ରାସ୍ତା ଉପରେ ବୁଲୁଛି ବାଘ ( କଳାହାଣ୍ଡି )
କଳାହାଣ୍ଡି, ୨୫/୦୩ ( ବିଷ୍ଣୁ ଚରଣ ସ୍ୱାଇଁ ) : ରାସ୍ତା ଉପରେ ବୁଲୁଛି ବାଘ, ଲୋକେ ଭୟଭୀତ l କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ଭବାନୀପାଟଣା -କାଶୀପୁର ରାଜ୍ୟ ରାଜପଥ ତଳଆମପଦର ଗାଁ ନିକଟରେ ରାସ୍ତାରେ ବୁଲୁଛି ଚିତ୍ତାବାଘ l ଭିଡ଼ିଓ ଭାଇରଲ ହେବା ପରେ ରାସ୍ତା ଦେଇ ଯାଉଥିବା ଲୋକେ ଆତଙ୍କିତ l