Hot Posts

6/recent/ticker-posts

ଶିଶୁ ବାଟିକା ପ୍ରବେଶ ଉତ୍ସବ ପାଇଁ ମୁଖମନ୍ତ୍ରୀଙ୍କ ନିମନ୍ତ୍ରଣ ପତ୍ର ବଣ୍ଟନ

ଝରିଗାଁ, ୨୮/୦୩ ( ନକୁଳ ଭତ୍ରା ) : ଝରିଗାଁ ବ୍ଲକ ଅନ୍ତର୍ଗତ ଡ଼ଙ୍ଗୀରୀଗୁଡା ପଂଚାୟତ ସଦର ମହୋକୁମା ସ୍ଥିତ ଡ଼ଙ୍ଗରୀଗୁଡା ଗ୍ରାମର ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ସିଆରସିସି ଓ ପ୍ରଧାନ ଶିକ୍ଷକଙ୍କ ସକ୍ରିୟ ଅଭିଯାନ | ଶିଶୁ ବାଟିକା ପ୍ରବେଶ ଉତ୍ସବଖ ଖଡ଼ି ଛୁଆଁ କୁ ସଫଳ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିମନ୍ତ୍ରଣ ପତ୍ର ଘରେ ଘରେ ପଂହଁଚାଇବାର ଏକ ସଫଳ ଅଭିଯାନ ଡ଼ଙ୍ଗରୀଗୁଡା ସରକାରୀ ଉନ୍ନତି ଉଚ୍ଚ ବିଦ୍ୟାଳୟରେ ଦେକିବାକୁ ମିଳିଛି | ଏଇ କାର୍ଯ୍ୟକ୍ରମ ରେ ମାଝୀଗୁଡା କ୍ଳଷ୍ଟରର ସିଆରସିସି ଚୈତନ୍ୟ ମାଝୀ ଙ୍କ ନେତୃତ୍ୱରେ ଶିକ୍ଷୟତିତ୍ରୀ ସତ୍ୟଭାମା ଭତ୍ରା ଓ ନଳିନୀ ବରିହା ସକ୍ରିୟ ଭାବେ ଯୋଗ ଦେଇ ଅଭିଵାକ ଓ ଅତିଥିମାଙ୍କୁ ସ୍ୱୟମ ଯାଇ ନିମନ୍ତ୍ରଣ ପତ୍ର ପ୍ରଦାନ କରିଥିଲେ | ଏହି ଅଭିଯାନ ମାଧ୍ୟମରେ ପାଞ୍ଚ ବର୍ଷରୁ ଉର୍ଦ୍ଧ ବୟସର ପିଲାମାନଙ୍କୁ ଶିଶୁ ବାଟିକାରେ ବର୍ତ୍ତୀ ପାଇଁ ଅଭିଵାକମାନଙ୍କୁ ସଚେତନ କରାଯାଇଥିଲା ଓ ସ୍କୁଲ ପ୍ରତି ଆକର୍ଷଣ ବଡଇବାରେ ଉଦ୍ୟମ ନିଆ ଯାଇଥିଲା | ସିଆରସିସି ଙ୍କୁ ଗୁରୁତ୍ୱ ପ୍ରତ୍ୟେକ ଶିକ୍ଷକ ଙ୍କୁ ଶିକ୍ଷାର ମୂଳଧାରାରେ ଅନିଭା ଆମର ପ୍ରଥମ କର୍ତ୍ତବ୍ୟ | ଅଭିଭାବକମାନେ ଏହି ସ୍ଵାଗତ କରି ସ୍କୁଲ ସହ ନିଜର ସମ୍ପର୍କ ଆଉ ମଜବୁତ କରିବାର ଆଶା ବ୍ୟକ୍ତ କରିଥିଲେ