ଚାକିରି_ଛାଡି_ଚାଷ
ବରୀ, ୦୬/୦୧ ( ରଂଜିତ ମହାନ୍ତି ) : ଚାକିରିକୁ ପଛରେ ପକାଇଲା ଫାର୍ମିଂ । ୪ ଏକର ଜମିରେ ସମନ୍ଵିତ ଚାଷ କରି ଲାଭବାନ ହେଉଛନ୍ତି ଯୁବ ଚାଷୀ । ଯାଜପୁର ଜିଲ୍ଲା ବରୀ ବ୍ଲକର ଜ୍ୟୋତିକାନ୍ତ ମହାପାତ୍ରଙ୍କ ଉଦ୍ୟମ ସଫଳ । ପନିପରିବା ସହ ଫୁଲ ଚାଷ କରି ହେଉଛନ୍ତି ଲାଭବାନ । ଅନ୍ୟଙ୍କୁ ଦେଇଛନ୍ତି ରୋଜଗାର