Hot Posts

6/recent/ticker-posts

ତ୍ରୀ ଦିବସିୟ ୧୮ତମ ସନସାଇନ କ୍ରିକେଟ କ୍ଳବ ଗୌଡ଼ପାଲି ଠାରେ ଅନୁଷ୍ଠିତ

ପଦ୍ମପୁର, ୦୧/୦୨ ( ଭାଗିରଥି ଭୋଇ ) : ବରଗଡ଼ ଜିଲ୍ଲା ପଦ୍ମପୁର ଅନ୍ତର୍ଗତ କନସିଂହା ଗ୍ରାମପଞ୍ଚାୟତ ଅଧୀନରେ ଥିବା ଗୌଡ଼ପାଲି ଠାରେ ତିନି ଦିବସ ଧରିଚାଲିଥିଲା l ଏହି କ୍ରିକେଟ ଟୁର୍ନାମେଣ୍ଟ ରେ ପ୍ରଥମ ଦିନେ ୩୦ ତାରିଖ ରେ ଉଦ୍ଘାଟନୀ ଅତିଥି ଗୋପାଳ ଜୀ ରାଇସ ମିଲ ର ମାଲିକ ରିକୁ ସାହୁ ଫିତା କାଟି ଶୁଭ ଉଦ୍ଘାଟନ କରିଥିଲେ l ଏହି ତ୍ରିଦିବସୀୟ କ୍ରିକେଟ ଖେଳ ରେ ୨୦ ଦଲ ଅଂଶଗ୍ରହଣ କରିଥିଲେ l ଏହି ତ୍ରୀଦିବସିୟ ଟୁର୍ନାମେଣ୍ଟ ର ଉଦଯାପନୀ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ପଦ୍ମପୁର ନିର୍ବାଚନ ମଣ୍ଡଳୀ ବିଜେପି ପ୍ରାଥୀ ଗୋବର୍ଦ୍ଧନ ଭୁଏ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଗୋପାଳ ଜୀ ରାଇସ ମିଲ ର ମାଲିକ ରିକୁ ସାହୁ, ଦିବ୍ୟକିଶୋର ବିଶ୍ୱାଳ, ନିରାକାର ବରିହା, ଜୀବର୍ଦ୍ଧନ ସାହୁ, ନିରଞ୍ଜନ ଦାଶ, କୁଳମଣି ସାହୁ, କୃଷ୍ଣଚନ୍ଦ୍ର ପଧାନ, ବିରାଟ କିଶୋର ସ୍ୱାଇଁ, କନସିଂହା ଗ୍ରାମପଞ୍ଚାୟତ ସରପଞ୍ଚ ଟଙ୍କମଣି ସ୍ୱାଇଁ, ସରୋଜ ସାହୁ, ଜଳଧର ପଧାନ, ଭାରତ ସାହୁ, ବଡଖବର ସାମ୍ବାଦିକ ଆଶିଷ କୁମାର ଭୋଇ ଓ ସାମ୍ବାଦିକ ଭାଗିରଥି ଭୋଇ ଯୋଗଦେଇଥିଲେ l ଏହି କ୍ରିକେଟ ଖେଳ ତୁଲାଉଥିବା ଅମ୍ପିୟାର ରାକେଶ ପଧାନ, ଆଶିଷ ପଧାନ, ଟିକେଶ୍ୱର ସାହୁ, ମହେଶ ସ୍ୱାଇଁ ଓ ସ୍କୋରର ଆୟୁଷ, ଅମନ, ଆକାଶ, ସୁନୀଲ ଥିବାବେଳେ l ସହଯୋଗୀ ଆଶିଷ ଭୋଇ, ଟିଣ୍ଟୁ, ନୈତିକ,ଆୟୁଷ, ଅଭାସ, ସୁଜିତ, ତାପସ ଓ ସନସାଇନ ଜୁନିୟର ଓ ଗୌଡ଼ପାଲି ସମସ୍ତ ଗ୍ରାମବାସୀ ବୃନ୍ଦ ସହଯୋଗ କରିଥିଲେ l ଏହି କ୍ରିକେଟ ଟୁର୍ନାମେଣ୍ଟ କୁ ସିଧାପ୍ରସାରଣ hello sp ଏହି ଖେଳ ରେ ଉଦଘୋଷକ ସୁଶାନ୍ତ ପଧାନ ଏବଂ ସାହିଲ ସ୍ୱାଇଁ ଓ ସନ ସାଇନ କ୍ରିକେଟ କ୍ଳବ ଗୌଡ଼ପାଲି ଉଦଯାପନୀ ଖେଳ ରେ ବିଜେତା ଦଲ ବି ସି ସି କପସିଲା ୧୫୦୦୦ ହଜାର ଟଙ୍କା ସହ ଟ୍ରଫି ଦିଆଯାଇଥିଲା ଓ ଉପବିଜେତା ଦଳ କୁଦୋପାଲି କୁ ୧୦୦୦୦ ହଜାର ଟଙ୍କା ସହ ଟ୍ରଫି ପ୍ରଦାନ କରାଯାଇଥିଲା l କ୍ରିକେଟ ଖେଳ ଶେଷରେ ମନୋଜ ପଧାନ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l 



ବରଗଡ଼ ଜିଲ୍ଲା ରୁ ଭାଗିରଥି ଭୋଇ ଙ୍କ ରିପୋର୍ଟ