ଦିବ୍ୟ ଦର୍ଶନ ସଂଘ ରାୟଗଡ଼ା ର 23 ତମ ଆଶ୍ରମ ପ୍ରତିଷ୍ଠା ମହୋତ୍ସବ
ରାୟଗଡ଼ା, ୦୮/୦୨ ( ଭି. ଗୌରି ଶଙ୍କର ରାଓ ) : ସଦଗୁରୁ ଶ୍ରୀ ଶ୍ରୀ ଅର୍ଜୁନ ଙ୍କ ପ୍ରତିଷ୍ଠିତ ଦିବ୍ୟ ଦର୍ଶନ ସଂଘ ରାୟଗଡ ଶାଖା ର 23 ତମ ପ୍ରତିଷ୍ଠା ଉସ୍ତବ୍ ମହା ସମାରୋହେ ରେ ପାଳିତ ହେଇ ଯାଇଚି I ଏହି ଆଶ୍ରମ ପ୍ରତିଷ୍ଠା ଉତ୍ସବ ରେ ଦିବ୍ୟ ଦର୍ଶନ ସେଣ୍ଟ୍ରାଲ ର ବରିଷ୍ଟ ସଦସ୍ୟ ତଥା ସମ୍ପାଦକ ପୂଜ୍ୟ କେଶବ ଭାଇ,ବରିଷ୍ଠ ସଦସ୍ୟ ଶ୍ରୀ ରମେଶ ଚନ୍ଦ୍ର ଛୁଆଲ୍ ସିଂହ ଭାଈ ଉପସ୍ଥିତ ରହି ଆଶ୍ରମ ର ଭୂମିକା ଉପାଦୟତା ଆଲୋଚନା କରି ଥିଲେ। ନିର୍ଦ୍ଧାରିତ କାର୍ଯକ୍ରମ ଅନୁଯାୟୀ 7,2,26 ତାରିଖ ପୂର୍ବାହ୍ନ 10 ଘଟିକା ସମୟ ରେ 12 ଜଣ ଶ୍ରଦ୍ଧାଳୁ ଭାଇ ଭଉଣୀ ସଡଗୁରୁ ଦେବ ଙ୍କ ଶରଣ ଜାଇ ଦୀକ୍ଷା ଗ୍ରହଣ କରି ଥିଲେ। ଫଳ ରେ ଆଜି 553 ଜଣ ଙ୍କ ଦୀକ୍ଷା ବାର୍ଷିକ ପାଳନ କରା ଯାଇଚି। ସନ୍ଧ୍ୟା ସମୟ ମୟ ରେ ଆଶ୍ରମ 23 ତମ ପ୍ରତିଷ୍ଠା ଉତ୍ସବ ପାଳନ କରାଯାଇ ଥିଲା। ପ୍ରଥମେ ସଂଘ ର ସଂପାଦକ ଶ୍ରୀ କେଶବା ଭାଈ ଈ ଓ ବରିଷ୍ଠ ସଦସ୍ୟ ରମେଶ ଚନ୍ଦ୍ର ଛୁଆଲସିଂହ ଭାଇ ପ୍ରଦୀପ ପ୍ରୋଜଳନ ର ଶୁଭାରମ୍ଭ କରି ଥୂଲେ। କିଛି ସମୟ ପରେ କି କିଛି ଆଧ୍ୟାତ୍ମିକ ଭାବ ଗୁରୁଜନ ଙ୍କୁ ପରିବେଷଣ କରି वृ । ତା ପରେ ରାୟଗଡ ଶାଖା ର କୋଷାଧ୍ଯକ୍ଷ ସଦ୍ ଗରୁ ଦୀକ୍ଷା ର ଆବଶ୍ୟକତା ବିଷୟ ରେ ଆଲୋଚନା କରି ଥିଲେ । ସଂଘ । ର ସେଣ୍ଟ୍ରାଲ କମିଟି ର ବରିଷ୍ଟ ସଦସ୍ୟ ରମେଶ ଚନ୍ଦ୍ର ଭାଇ ସ । ସାଂପ୍ରତିକ ସମାଜ ର ଦୂରବସ୍ଥା ସଦଗୁରୁ ବରଣ ଦ୍ବାରା କିପରି ମନୁଷ୍ୟ ସମୁଦାୟ ଉଦ୍ଧାର ପାଈ ପାରିବ ସେ ବର୍ଣ୍ଣନା କରି ଥିଲେ। ଶେଷ ରେ ବିଶ୍ବାବାଶି ଙ୍କ କଲ୍ୟାଣ ପାଈ ସାମୂହିକ ଶାନ୍ତିପୀଠ କରାଜାଇ ଥୂଲା। ଏହି ପ୍ରତିଷ୍ଠା ଉତ୍ସବ ରେ ରାୟଗଡ଼ା ଆଖ ପାଖ ଗ୍ରାମାଞ୍ଚଳ ର ଗୁରୁ ଭାଇ ଭଉଣୀ ମାନେ ବହୁତ ଯୋଗ ଦେଇ ଥିଲେ ଶେଷ ରେ ସମସ୍ତ ଙ୍କ ପାଇଁ ପ୍ରସାଦ ସେବନ ର ବ୍ୟବସ୍ଥା କରା ଜାଇ ଥିଲା