Hot Posts

6/recent/ticker-posts

ହିନ୍ଦୁ ସମାଜର ବନ୍ଧୁ ମିଳନ।

ଜୟପୁର, ୩୧।୧ ( ଏ. ଭେଙ୍କଟ ରାଓ ) : ହିନ୍ଦୁ ସମାଜ ଜୟପୁରର ସନାତନୀ ବନ୍ଧୁ ମିଳନ ସ୍ଥାନୀୟ ହତିଶାଳ କପିଳେଶ୍ୱର ମନ୍ଦିର ପରିସରରେ ଆୟଜିତ ହୋଇଥିଲା।ଏଥିରେ ମୁଖ୍ୟ ଅତିଥି ରୂପେ ଜୟପୁର ତହସିଲଦାର ସାବ୍ୟସାଚି ଜେନା ସତିଶ ନନ୍ଦ ବାବୁ ଭାଇ ବଜରଙ୍ଗି ନିରଞ୍ଜନ ପାଣିଗ୍ରାହୀ ଗାୟତ୍ରୀ ପରିବାର ପ୍ରମୁଖ ମଞ୍ଚାସିନ ଥିଲେ ଏହି ମଞ୍ଚକୁ ପରିଚାଳନା କରିଥିଲେ ସୁନିତା ଜେନା। ମୁଖ୍ୟ ଅତିଥି ରାଜା ଦାହିରଙ୍କ ଗାଥା ଜଙ୍ଗଲରେ ନିଆ ଲାଗିବା ପରେ ଏହି ନିଆ ଅଣାୟତ୍ତ ଫେରବି ଛୋଟ ଚୋଢେଇ ନିଜ ଥଣ୍ଟରେ ପାଣି ଆଣି ନିଆ ଲିଭାଇବା ପାଇଁ ଚେଷ୍ଟା କରିବା ଉକ୍ତିରେ ମୋର ଆଗାମୀ ପିଢ଼ି ନିଆ ଲିଭାଇବା ପାଇଁ ବିଗତ ପିଢ଼ି ଚେଷ୍ଟା କରିନଥିବା ଅପବାଦକୁ ଏଡ଼ାଇବା ଇତ୍ୟାଦି ସହ ଇତିହାସକୁ ପଢିବା କିଛି ଶିଖିବା ଏବଂ ପୂର୍ବ ପୁରଷ ମାନଙ୍କର ତ୍ୟାଗ ଯୋଗୁଁ ଆମେ ସନାତନି ହୋଇ ରହିଅଛେ ମହିଳା ମାନେ ଦେବୀ ବନ୍ଦନୀୟା ପୃଥିବିରାଜ ଚ୍ଵହାନ ୧୭ ଥର ମହମ୍ମଦ ଘୋରିକୁ ପରାସ୍ତ କରିଥିବା ସହ ଯୋହର ସମ୍ବନ୍ଧେ ନିଜ ବକ୍ତବ୍ୟରେ କହିଥିଲେ ଏବଂ ଏହି କାର୍ଯ୍ୟକ୍ରମରେ ଅତିଥି ରୂପେ ବାବୁ ଭାଇ ବଜରଙ୍ଗି କହିଥିଲେ ବଟେଗେ ତ କଟେଗେ ଜାତି ଭେଦ ଛାଡ ନିତ୍ୟ ସମସ୍ତେ ମିଶିବାକୁ ପ୍ରୟାସ କରିବା ଉକ୍ତି ଇତ୍ୟାଦି ସହ ଶ୍ରୀରାମଙ୍କ ନାରା ଦେଇ ସଭା ଟିକୁ ସାଫଲ୍ୟ କରିଥିଲେ ନିରଞ୍ଜନ ପାଣିଗ୍ରାହୀ ନିଜ ବକ୍ତବ୍ୟୋରେ ସନାତନ ଧର୍ମର ଚାରଟି ସ୍ତମ୍ୱ ଗୋ ଗଙ୍ଗା ଗୀତ ଗାୟତ୍ରୀ ଏହି ଅବସରରେ ବିଭିନ୍ନ ସନାତନି ବ୍ୟକ୍ତିତ୍ଵଙ୍କୁ ସମ୍ବର୍ଦ୍ଧିତ କରାଯାଇ ଥିଲା ଜୟପୁରର ସିୱା ଗ୍ରୁପ, ବାରିଗିଡା ଚନ୍ଦ୍ର ଶେଖର ରାଓ, ମହକାଳ ଗୋ ସେବକ ସେନା,ବାଲାଜୀ ସେନା, ଅଂଶୁମାନ ପାଢି ମାରବାଡ଼ି ଯୁବ ମଞ୍ଚ, ରୋହନ କୁମାର ନାୟକ ସଟର ସ୍ନେକଙ୍କୁ ରଜନୀ ନାୟକ ସମ୍ମାନ କୃଷ୍ଣ କେଶବ ଷଡ଼ଙ୍ଗୀ ୱାଇଲ୍ଡ ଲାଇଫ ରେସ୍କୁର୍, ଗାୟତ୍ରୀ ପରିବାର, ପୌର ସଫେଇ କର୍ମଚାରି ସାଇ କୁମାର, ଲୋକି ମହାପାତ୍ର, ସୋନ୍ତଶ ଫୋଟ ଗ୍ରାଫୋର୍, ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ମେମ୍ବର ଏବଂ ଅନ୍ୟାନ୍ୟ କେତେକଙ୍କୁ ସମ୍ବର୍ଧିତ କରିଥିଲେ। ସମସ୍ତ ଜୟପୁରର ହିନ୍ଦୁ ସମାଜ ରାଷ୍ଟ୍ରୀୟ ଏକତା ଏବଂ ସମତା ପ୍ରତି ନିଷ୍ଠାବାନ ରହିବୁ, ମଜ୍ଜନମାନଙ୍କୁ ସଙ୍ଗଠିତ କରି ନବସୃଜନର ଗତିବିଧ‌ିରେ ବିଶେଷ ରୁଚି ରଖୁବୁ,ସାସ୍ଥ୍ୟ, ଶିକ୍ଷା, ସାବଲମ୍ବନ, ପର୍ଯ୍ୟାବରଣ, ବୃକ୍ଷରୋପଣ, ନାରୀ ଜାଗରଣସନାତନ ଧର୍ମକୁ ରକ୍ଷା କରିବାକୁ ଶପଥ ନେଇଥିଲେ ଏହି କାର୍ଯ୍ୟକ୍ରମରେ ଦୁଇ ହଜାରରୁ ଉର୍ଦ୍ଧ ସନାତନିଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା ହୋଇଥିଲା। ଏହି ସନାତନି ବନ୍ଧୁ ମିଳନ ଟିକୁ ଆୟୋଜନ ଜୟପୁର ହିନ୍ଦୁ ସମାଜ କରିଥିଲେ।