Hot Posts

6/recent/ticker-posts

୧୯୯୫ ମାଟ୍ରିକ ବ୍ୟାଚର ବନ୍ଧୁମିଳନ

ଯାଜପୁର, ୧୬/୦୧ ( ରଂଜିତ ମହାନ୍ତି ) : ଯାଜପୁର ବ୍ଲକ ମହାପୁରୁଷ ମଣିଦାସ ବିଦ୍ୟାପୀଠ ମାର୍କଣ୍ଡପୁର ୧୯୯୫ ମସିହା ମାଟ୍ରିକ ବ୍ୟାଚର ପୁରାତନ ଛାତ୍ର ଓ ଛାତ୍ରୀ ମାନଙ୍କ ପକ୍ଷରୁ ଏକ ବନ୍ଧୁ ମିଳନ ଉତ୍ସବ ହେlଇଯାଇଛି l ଏହି ଅବସରରେ ଅବସରପ୍ରାପ୍ତ ଶିକ୍ଷକ ବିଜୟ କୁମାର ବିଶ୍ୱାଳ,ଗୟାଧର ପଣ୍ଡା, ରବିନ୍ଦ୍ର କୁମାର ସାହୁ,କାର୍ତ୍ତିକ ଚନ୍ଦ୍ର ପାଣିଗ୍ରାହୀ,ଗୋପବନ୍ଧୁ ନାୟକ, ଗୌରାଙ୍ଗ କରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା l ପୁରାତନ ଛାତ୍ର ଓ ଛାତ୍ରୀ ମାନେ ଯୋଗଦେଇ ପୁରୁଣା ସ୍ମୃତି କୁ ମନେପକାଇ ଥିଲେ l କାର୍ଯ୍ୟକ୍ରମ କୁ ପୁରାତନଛାତ୍ର ଜଗନ୍ନାଥ ବେହେରା,ହରିହର ଯେନା, ପ୍ରଦୀପ ଦୋବାଇ, ନୃସିଂହ ପାତ୍ର,ସୀତାକାନ୍ତ ଯେନା,ସୌଦାମିନୀ ପତି,କିରିଣବାଳା ରାଉତ,ବୁବୁନା ସାମଲ, ସୁଶାନ୍ତ କୁମାର ପଣ୍ଡା,ମିତାରାଣୀ ଜେନା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ l