Hot Posts

6/recent/ticker-posts

ଚାଷୀଙ୍କ ଧାନ ନଠିଲେ ୨୬ ରୁ ଧାରଣା।

ଜୟପୁର, ୨୩।୧୨ ( ଏ. ଭେଙ୍କଟ ରାଓ ) : ଚାଳିତ ମାସ ୧୧ ତାରିଖରୁ ଧାନ ମଣ୍ଡି ଜୟପୁର ଉପଖଣ୍ଡରେ ଆରମ୍ଭ ହୋଇ ଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ଏକ କିଲୋ ମଧ୍ୟ ଧାନ ମଣ୍ଡିରେ କିଣାଜାଇନାହି ଯଦି ଚଳିତ ମାସ ୨୬ ତାରିଖ ସୁଦ୍ଧା ଉପଖଣ୍ଡରୁ ସମସ୍ତ ଧାନ ମଣ୍ଡିରୁ ଉଠାନଜାଏ ତେବ ଆଗାମୀ ବିଜୁ ଜନତା ଦଳର ପ୍ରତିଷ୍ଠା ଦିବସ ୨୬ ତାରିଖରୁ ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟକୁ ଘେରାଉ କରାଯିବ ବୋଲି ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ ରବି ନାରାୟଣ ନନ୍ଦ ଏକ ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଏହି କାର୍ଯ୍ୟକ୍ରମରେ ଜୟପୁରର ବାଲା ରାଇ ବାଲିଙ୍କି ରାଓ ଆର୍କୁଲ ସ୍ରିନୁ ଟୁନା ରଥ ଧାନ ପ୍ରମୁଖ ଉପସ୍ଥିତ ରହିଥିଲେ।