Hot Posts

6/recent/ticker-posts

ଉପମୁଖ୍ୟମନ୍ତ୍ରୀ ଦିନିକିୟା ରାୟଗଡା ଗ୍ରସ୍ତ ଶୁଭା ଆରମ୍ଭ କଲେ ବରିଷ୍ଟ ତୀର୍ଥ ଯାତ୍ରୀଙ୍କ ଟ୍ରେନ ସେବା

ରାୟଗଡ଼ା, ୧୫/୧୨ ( ଭି ଗୌରୀ ଶଙ୍କର ରାଓ ) : ଆଜି ପୂର୍ବାହ୍ନ 11 ଘଟିକା ସମୟ ରେ ରାୟଗଡ଼ା ରେଳ ଷ୍ଟେସନ ରେ କଡ଼ା ସୁରକ୍ଷା ବଳୟରେ ବାରମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ବରିଷ୍ଟ ନାଗରିକ ତୀର୍ଥ ଯାତ୍ରା ରେଳ କୁ ପତାକା ହଲାଇ ଶୁଭା ସଆରମ୍ଭ କରି ଥିଲେ l ଉକ୍ତ କାର୍ଯ୍ୟକ୍ରମ ରେ ବରିଷ୍ଟ ନାଗରିକ ଙ୍କ ପ୍ରତି ରାୟଗଡ ଠାରୁ ରାମେଶ୍ବର ତଥା ମଦୁରାଇ ପର୍ଯ୍ୟନ୍ତ ଉଭୟ ଯିବା ଓ ଆସିବା ଖର୍ଚ୍ଚ ସହ ମୌଳିକ ସୁବିଧା ମାନ ଯୋଗାଇ ଦିଆ ଜାଇ ଥିଲା l ଏହୀ ଅବସର ରେ ଜିଲ୍ଲାପାଳ ଆଶୁତୋଷ କୁଲକର୍ଣି ରାୟଗଡ଼ା ରେଳ ଡିଭିଜନ ର d r m ଶ୍ରୀ ଅମିତାଭ ଶିଂହଲ ଏସପି ଏସ ସ୍ଵତି କୁମାର ପର୍ଯଟନ ସଚିବ ଓ ଜିଲ୍ଲା ପ୍ରଶସନୀୟ ବିଭାଗିୟ ଅଧିକାରି ଉପସ୍ତିତ ରହି ଶ୍ରୀମତୀ ପରିଡ଼ା ଙ୍କୁ ପାରମ୍ପରିକ ବାଦ୍ୟ ଓ ନୃତ୍ୟ ସହ ଭବ୍ୟ ସମ୍ଭଧନା ଜଣାଇ ଥିଲେ l ଏପରି ଆଗାମୀ ବର୍ଷ ର ଜାନୁଆରୀ 17 ତାରିଖ ରେ ଅଯୋଧ୍ୟା ଓ ବାରାଣସୀ ପର୍ଜନ୍ତ ବରିଷ୍ଟ ନାଗରିକ ପାଇଁ ୟେହୀ କରା ଯିବା ବୋଲି ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତି ପରିଡ଼ା କହିଥିଲେ l ଏହି ସୁବିଧା କୋରାପୁଟ କଳାହାଣ୍ଡି ନୂଆପଡା ନବରଙ୍ଗପୁର ମାଲକାନଗିରି ଜିଲ୍ଲା ମାନକ ବରିଷ୍ଟ ନାଗରିକ ପାଇ କାର୍ଯ୍ୟ କରାଯାଇଛି l