Hot Posts

6/recent/ticker-posts

୧୯୮୧ ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟ ଜୟପୁର ମାଟ୍ରିକ ବ୍ୟାଚର ବନ୍ଧୁ ମିଳନ

ଜୟପୁର, ୧୫/୧୨ ( ଏ. ଭେଙ୍କଟ ରାଓ ) : ୧୯୮୧ ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟ ଜୟପୁର ମାଟ୍ରିକ ବ୍ୟାଚର ବନ୍ଧୁ ମିଳନ ଦୀର୍ଘ ୪୪ ବର୍ଷ ଧରି ପ୍ରତି ବର୍ଷ ଡିସେମ୍ବର ମାସ ଦ୍ଵିତୀୟ ରବିବାର ଦିନ କରି ଆସୁଛନ୍ତି ବାର୍ଷିକ ବନ୍ଧୁ ମିଳନ ଚଳିତ ବର୍ଷ କୋଲାବ ବିଦ୍ୟୁତ ଉତ୍ପାଦନ କେନ୍ଦ୍ର ମୁଣ୍ଡିଗୁଡ଼ା ନିକଟ ବଡ ହନୁମାନଙ୍କ ବିଗ୍ରହ ପାର୍ଶ୍ଵରେ ଥିବା ଦେବୀଙ୍କ ପୀଠ ଠାରେ ବନ୍ଧୁ ମିଳନ ଅନୁଷ୍ଠିତ ହୋଇଥିଲା ଏହି କାର୍ଯ୍ୟକ୍ରମରେ ସୁଦୂର କଲକତା ଚେନେଇ ଦିଲ୍ଲୀ ଏବଂ ଆଖପାଖ ଅଞ୍ଚଳରୁ ଏକ ଶହରୁ ଉର୍ଦ୍ଧ ସହପାଠି ଯୋଗ ଦେଇଥିଲ ସମସ୍ତେ ବିଗତ ଦିନର ସ୍ମୃତି ସାଉଁଟି ଥିଲେ ଏବଂ ଦିବଙ୍ଗତ ସହପାଠୀ ଦୀପକ ଚୌଧୁରୀ ଏବଂ ରାମନାଥ ମିଶ୍ରଙ୍କ ଉଦ୍ଦେଶ୍ୟରେ ନିରବ ପ୍ରାର୍ଥନା କରାଯାଇଥିଲା।