ଓମ ପ୍ରକାଶ ସାହୁ ଓ ଟିମ୍ ନିର୍ମାଣ କଲେ ‘ଆତ୍ମ ନିର୍ଭର ଭାରତ’
କର୍ଲାମୁଣ୍ଡା, ୦୫/୧୨ (ସୁଶାନ୍ତ ରଣା) : କୋଣାର୍କ ଉତ୍ସବ ଅବସରରେ ଚନ୍ଦ୍ରଭାଗା ବେଳାଭୂମିରେ ଅନ୍ତର୍ଜାତୀୟ ବାଲୁକା କଳା ମହୋତ୍ସବର ପଞ୍ଚମ ତଥା ଅନ୍ତିମ ଦିବସରେ କଳାହାଣ୍ଡି ର ବାଲୁକା ଶିଳ୍ପୀ ଓମ ପ୍ରକାଶ ସାହୁ ଓ ଟିମ୍ ନିର୍ମାଣ କଲେ ‘ଆତ୍ମ ନିର୍ଭର ଭାରତ’ ଶୀର୍ଷକ କଳା ।
କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ନବଦୂତ