ମଣ୍ଡଳ ସ୍ତରୀୟ ବାଲ ବୈଜ୍ଞାନିକ ପ୍ରକଳ୍ପ ଓ ବିଜ୍ଞାନ ପ୍ରଦର୍ଶନୀ
ବରୀ, ୦୫/୧୨ ( ରଂଜିତ ମହାନ୍ତି ) : ବରୀ ଶିକ୍ଷାମଣ୍ଡଳ ଅଧୀନସ୍ତୁ ପଞ୍ଚାୟତ ଉମଣ୍ଡଳଚ୍ଚବିଦ୍ୟାଳୟ ରାମପୁରଠାରେ ଏକମଣ୍ଡଳ ସ୍ତରୀୟ ବାଲ ବୈଜ୍ଞାନିକ ପ୍ରକଳ୍ପ, ବିଜ୍ଞାନ ପ୍ରଦର୍ଶନ ଓ କୁଇଜ୍ ପ୍ରତିଯୋଗିତା ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥୀ ଭାବେ ତହସିଲଦାର ଦିପ୍ତିମୟୀ ବେହେରା ଯୋଗ ଦେଇଥିଲେ । ଫକିର ମୋହନ ବିଶ୍ଵ ବିଦ୍ୟାଳୟର ପ୍ରାକ୍ତନ କୁଳପତି ଡ. କୂମରବର ଦାସ ଅନ୍ୟତମ ଅତିଥ୍ ଭାବେ ଯୋଗ ଦେଇଥ ? ବାବେଳେ ମଣ୍ଡଳ ଶିକ୍ଷାଧାକାରୀ ପ୍ରତିଶ୍ରୁତି ସିଂ ଅଧକ୍ଷତା ଓ ପ୍ରଧାନଶିକ୍ଷକ ନିର୍ମଳ କୁମାର ଜେନା ସ୍ଵାଗତ ଗତ ଭାଷଣ ପ୍ରଦାନ କରିଥିଲେ । ପ୍ରଧାନ ଶିକ୍ଷକ ରବୀନ୍ଦ୍ର କୁମାର ପତି, ଇନ୍ଦ୍ରମଣି ନାୟକ, ପ୍ରମୋଦ କୁମାର ଦାସ ମଞ୍ଚମରେ ସହକାରୀ ମଣ୍ଡଳ ଶିକ୍ଷାଧୂକାରୀ ଜଳଧର ଖଟୁଆ, ସଂଯୁକ୍ତା ମିଶ୍ରଙ୍କ ସମେତ ସମସ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷକ ଏବଂ ବିଜ୍ଞାନ ଶିକ୍ଷକମାନେ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । କାର୍ଯ୍ୟକ୍ରମରେ ବରୀ ଶିକ୍ଷା ମଣ୍ଡଳର ସମସ୍ତ ସାଧନକେନ୍ଦ୍ର ସଂଯୋଜକ ଯୋଗଦେବା ସହିତ ପ୍ରକଳ୍ପ ପ୍ରଦର୍ଶନକୁ ପରିଚାଳନା କରିଥିଲେ। ବିଚାରପତି ଭାବେ ଗୋପବନ୍ଧୁ ଚୌଧ ମହାବିଦ୍ୟାଳୟର ଅଧ୍ୟାପକଡ, ନାରା ଚନ୍ଦ୍ର ଶାସନି, ଅଧାପିକରାଜଲକ୍ଷ୍ମୀ ଦାସ, ସୀତାକାନ୍ତ ପଣ୍ଡା ଓ ନାରାୟଣ ମଲିକ ଯୋଗ ଦେଇଥିଲେ। ବିଭିନ୍ନ ବିଭାଗର କୃତି ପ୍ରତିଯୋଗୀ ପ୍ରତିଯୋଗୀ ମାନଙ୍କୁ ମାନପତ୍ର ପୁରସ୍କାର ପ୍ରଦାନ କରାଯାଇଥିଲା । ଅଜୟ କୁମାର ଲ ଧନ୍ୟବାଦ ଅର୍ପଣ କରିଥିଲେ।