ଶ୍ରୀଶ୍ରୀ ନନ୍ଦଲାଲ ଜୀଉ ମଠ ରେ ଷୋଡଶ ଉପଚାର ପୂଜା
ବରୀ, ୧୬/୧୨ ( ରଂଜିତ ମହାନ୍ତି ) : ପବିତ୍ର ଧନୁ ସଂକ୍ରାନ୍ତି ଅବସର ରେ ବରୀ ବ୍ଲକ ର ଭଅଁରା ଗ୍ରାମର ସର୍ବପୁରାତନ ନନ୍ଦଲାଲ ଜୀଉ ମଠରେ ଷୋଡଶଉପଚାର ପୂଜା ଅନୁଷ୍ଠିତ ହେଇଥିବା ବେଳେ l ସନ୍ଧ୍ୟା ରେ ନାମ ସଂକ୍ରୀତନ ପାଇଁ ଅଧିବାସ ଅନୁଷ୍ଠିତ ହେଇଥିଲା କାର୍ଯ୍ୟକ୍ରମ କୁ ଗ୍ରାମବାସୀ ପରିଚାଳନା କରିଥିଲେ l