Hot Posts

6/recent/ticker-posts

ସାଲୁର ଘାଟିରେ ଜଳିଗଲା OSRTC ବସ୍

ଭବାନୀପାଟଣା, ୦୬/୧୧ ( ବିଷ୍ଣୁ ଚରଣ ସ୍ୱାଇଁ ) : ଆଜି ଭୋର ସମୟରେ ବିଶାଖାପାଟନମରୁ ଜୟପୁର ଆସୁଥିବା ଏକ OSRTC ଯାତ୍ରୀବାହୀ ବସରେ ସାଲୁର ଘାଟି ନିକଟରେ ହଠାତ୍ ନିଆଁ ଲାଗିଯାଇଥିଲା । ଫଳରେ ବସଟି ଘାଟି ରାସ୍ତାରେ ହିଁ ହୁତୁହୁତୁ ହୋଇ ଜଳିଥିଲା । ତେବେ ଏଥିରେ କୌଣସି ବ୍ୟକ୍ତିଙ୍କ ଜୀବନହାନୀ ହୋଇନଥିବା ବେଳେ ସମସ୍ତ ଯାତ୍ରୀ ସୁରକ୍ଷିତ ରହିଛନ୍ତି।