Hot Posts

6/recent/ticker-posts

କାର୍ତ୍ତିକ ସଂକ୍ରାନ୍ତିରେ ଅନ୍ନପ୍ରସାଦ ସେବନ — ଏକତା ଓ ପ୍ରେମର ସନ୍ଦେଶ ଦେଲା କଳିଙ୍ଗ ବୌଦ୍ଧ ସଂଘ

ରାୟଗଡା, ୦୬/୧୧ ( ଭି. ଗୌରୀଶଙ୍କର ରାଓ ) : କଳିଙ୍ଗ ବୌଷ ସଂଘ ତରଫରୁ କାର୍ତ୍ତିଟ ମାସ ପବିତ୍ର ସଂକ୍ରାନ୍ତି ଉପଲକ୍ଷେ ସଂଘ କାର୍ଯ୍ୟଳୟରେ ଅଣ୍ଣପ୍ରସାଦ ସେବନ କରାଯାଇଥିଲା ସଂଘ ର କର୍ମକର୍ତ୍ତା.ସଦ୍ଭାପତି ଶ୍ରୀଯୁକ୍ତ K ଅମରନାଥ ସଂପାଦକ M ଜୟରାମ କଷାଧ୍ଯକ୍ଷ ଅଡି,ମୂରଲି ସହସଂପାଦକ ଚିନାରା ବିଜୟା ଭପୋସଦ୍ଭାପତି ଶ୍ରୀଯୁକ୍ତ G ଇଶ୍ୱର ରାଓ ମିଳିତଦ୍ଭାବରେ ସମସ୍ତ କାର୍ଯ୍ୟ ସଂପାଦନା କରିଥିଲେ ୧୫ ଶହ ରୁ ଉର୍ଦ୍ଧ ଶ୍ରଦ୍ଧାଳୁ ଭୋଜନ କରିଥିଲେ ।ଏହା ଏକତା ଓ ପରସ୍‌ପ୍ପର ର ପ୍ରେମର ଚିହ୍ନ ବୋଲି ସଦ୍ଭାପତି ପ୍ରକାଶ କରିଥିଲେ ରାୟଗଡ଼ା ଉର୍ଚ୍ଚବ ମୂଖର ହୋଇଥିଲା .ଏଥିରେ ବୌଷ ସଂଘର ସମସ୍ତେ ଉପସ୍ଥିତ ଥିଲେ ..