ଲାୟନ୍ସ କ୍ଲବ ତରଫରୁ ରାୟଗଡ଼ାଠାରେ ରକ୍ତଦାନ ଶିବିର ଅନୁଷ୍ଠିତ
ରାୟଗଡା, ୧୦/୧୧ ( ଭି. ଗୌରି ଶଙ୍କର ରାଓ ) : ଲାୟନ୍ସ କ୍ଲବ ତରଫରୁ ରାୟଗଡ଼ାଠାରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଅଛି, ଶିବିରରେ ବର୍ତ୍ତମାନ ପର୍ଯ୍ୟନ୍ତ ୪୫ୟୂନିଟ ରକ୍ତ ସଂଗ୍ରହ କରି ୭୦ ରେ ପହଞ୍ଝ ବାକୁ ଆଶା କରୁଛି ରକ୍ତଦାନରେ ଜି,ଏମ୍,ଏସ୍ କଲେଜର ଛାତ୍ରମାନେ ସ୍ୱେଚ୍ଚାସେବି ଦ୍ଭାବରେ ଶିବିରରେ ସର୍କିୟ ଦ୍ଭାବରେ ଜଡିତ ଥିଲେ ।ଏହି ରକ୍ତଦାନ ଶିବିରରେ,ମୂଖ୍ଯ ଅତିଥି ଦ୍ଭାବେ ଶ୍ରି ନବିନ ଚନ୍ଦ୍ରନାୟକADM ଯୋଗଦେଇଥିବା ବେଳେ ଅଧ୍ୟକ୍ଷ. ରାଜୁସାର (ସ୍ଵାସ୍ଥ୍ୟକମିଟି) ଓ ଏଥିରେ ନାଗା ବାଲି ବ୍ଲକ ଏବଂ ଆପା ରାଜିତାବ୍ଲକ ୱ୍ଵାକର୍ସ କ୍ଲବ, ଜିଏମଏସ, ପ୍ରୋଫିଟ ଜିମ୍ ସ୍ଥାନିୟ କଲେଜ ବ୍ୟାଙ୍କ ଇତ୍ୟାଦିରୁ ରକ୍ତ ଦାନ କରିବାକୁ ଆଗକୁ ଆସି ରକ୍ତ ଦେଇଥିଲେ । ଲାୟନ୍ସ କ୍ଲବ ର ସଦ୍ଭାପତି ଲାଲ ବିହାରୀ ଲେଙ୍କା ଶ୍ରୀ ସେ ଶୀ କେ ଶ୍ରୀନିବାସ ରାଓ କୋଷାଧ୍ୟକ୍ଷ କେ,ଦ୍ଭାମସି କିର୍ଟି, ଶ୍ରୀ ସିଂହ ସଦସ୍ୟ ସତ୍ୟବାଡ଼ି ପାଟି.ଡ, ଦୂଖିସିମ୍ ଦାସ.ଅସୱ୍ଵନଦାସ, ଲେଡିଜ୍ ଚ଼ନ୍ଦ୍ର,ଦ୍ଭାସ୍କର ରାଓ,ଅଭସ୍ ଗିରି ପ୍ରମୂଖ ଉପସ୍ଥିତରହିଥିଲେ ରାୟଗଡ଼ା ବାସିନ୍ଦା ପ୍ରସଂସା କରିଥିଲେ ରକ୍ତଦାନ ଜୀବନ ଦାନ ଉପରେ ADM କିଛି କହିଥିଲେ ଶେଷରେ ଧନ୍ୟବାଦ ଦେଇ ସଦ୍ଭାପତି ଶେଷକରିଥିଲେ