Hot Posts

6/recent/ticker-posts

ଆରମ୍ଭ ହେଲା ପୌର ଉପାଧକ୍ଷl ଭୋଟିଂ ଗଣତି ।

ରାୟଗଡା, ୨୪/୧୧ ( ଭି. ଗୌରି ଶଙ୍କର ରାଓ ) : ପୋୖରା ଉପାଧକ୍ଷାl ଶୁଭ୍ରl ପଣ୍ଡାଙ୍କ ବିରୁଧରେ ଭାସ୍କର ରାଓଙ୍କ ଗୋଷ୍ଠିର ୨୦ କାଉନ୍ସିଲର ଅନସ୍ତା ପ୍ରସ୍ତାବ ଆଣିଥିଲେ।ଏବଂ ଏହି ପ୍ରସ୍ତାବକୁ ନେଇ ଭୋଟିଂ ମଧ୍ୟ ହୋଇଥିଲା ,କିନ୍ତୁ ଏହି ଘଟଣା ବିରୁଢ଼ରେ ଶୁଭ୍ରl ପଣ୍ଡା ହାଇକୋର୍ଟ ର ଆଶ୍ରୟ ନେଇଥିଲେ।ଏବଂ ହାଇକୋର୍ଟର ରାୟା ଅନୁଯାଇ ଭୋଟିଂ ପରେ ଗଣତି ପ୍ରକ୍ରିୟା କୁ ବନ୍ଦ ରଖାଯାଇଥିଲା।ଏବଂ ନିର୍ବାଚନ ଅଧିକାରୀଙ୍କ ଉପସ୍ଥିତିରେ ଉକ୍ତ ବ୍ୟଲେଟ ବକ୍ସ ଗୁଡିକୁ ସିଲ କରାଯାଇ ଟ୍ରେଜେରୀରେ ରଖା ଯାଇଥିଲା।ଏବଂ ଆଜି ପୁନର୍ବାର ହାଇକୋର୍ଟଙ୍କ ରାୟପରେ ଆଜି ସେଗୁଡିକୁ ଖୋଲା ଯାଇ ଗଣତି ଅରମ୍ବ କରlଜୀବ, କିନ୍ତୁ ଫଳାଫଳ ସର୍ବସାଧାରଣ ନକରାଯାଇ ଅଫିସିଆଲି ରଖା ଜୀବାନେଇ ହାଇକୋର୍ଟ ନିର୍ଦେଶ ଦେଇଥିବା ନେଇ କହିଛନ୍ତି,


ରାୟଗଡା ରୁ ଜିଲ୍ଲା ପ୍ରତିନିଧି ଭି. ଗୌରି ଶଙ୍କର ରାଓ ଙ୍କ ରିପୋର୍ଟ 
NABADUTA NEWS,