Hot Posts

6/recent/ticker-posts

ଜିଲ୍ଲା କଂଗ୍ରେସ କମିଟିର ସହିଦ ଲକ୍ଷଣ ନାୟକଙ୍କୁ ଶ୍ରଦ୍ଧାଞ୍ଜଳି।

ଜୟପୁର, ୨୨।୧୧ ( ଏ. ଭେଙ୍କଟ ରାଓ ) : କୋରାପୁଟ ଜିଲ୍ଲା କଂଗ୍ରେସ କମିଟିର ସଭାପତି ରୂପକ ତୁରୁକଙ୍କ ଦ୍ଵାରା ଆହୂତ ବୈଠକରେ ସହିଦ ଲକ୍ଷ୍ମଣ ନାୟକଙ୍କ ପୁଣ୍ୟ ତିଥିରେ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ଆୟୋଜିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ରୂପେ ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରି ମୀନାକ୍ଷୀ ବାହିନିପତି ଲକ୍ଷ୍ମୀପୁର ବିଧାୟକ ପବିତ୍ର ସାଉନ୍ତା ପୌର ଅଧ୍ୟକ୍ଷ ନରେନ୍ଦ୍ର ମହାନ୍ତି ପୌର ସଭ୍ୟ ଗୋପୀନାଥ ମହାନ୍ତି ପୂର୍ବତନ ବିଧାୟକ ନିମାଇ ସରକାର ଜୟପୁର ବ୍ଲକ କଂଗ୍ରେସ ସଭାପତି ବସନ୍ତ ନାୟକ ଜିଲ୍ଲା ସଂଖ୍ୟାଲଘୁ ସମ୍ପ୍ରଦାୟ ସଭାପତି ହସନ ମାଦାନି ଏବଂ ମହିଳା କଂଗ୍ରେସ ସେବାଦଳ ଯୁବ କଂଗ୍ରେସ ଛାତ୍ର କଂଗ୍ରେସ ଏବଂ ନଗରର ବହୁ କଂଗ୍ରେସ କର୍ମୀ ମାନେ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଦେଇଥିଲେ।