Hot Posts

6/recent/ticker-posts

ଫ୍ରି ଚାଉଳ ର ମୂଲ୍ୟ ପନ୍ଦର ଟଙ୍କା କୋଡ଼ିଏ ଟଙ୍କା ପ୍ରତି କିଲୋ ହୋଇଯାଉଛି କେମିତି

 

                 ଗୌରୀଶଙ୍କ ପାଞ୍ଚଭାୟା 

ରାସନ କାର୍ଡ ହିତାଧିକାରୀଙ୍କ ପାଇଁ କେମିତି ସୃଷ୍ଟି ହେଉଛି ଅଡ଼ୁଆ ଜାଣନ୍ତି କି ଆପଣ ମାନେ ଖଟିଖିଆ ଦିନ ମଜୁରୀଆ ଲୋକମାନେ ନିଜ ନିଜର କାମ ଛାଡି ପଞ୍ଚାୟତ କୁ ଦୁଇ ଦିନ ତିନି ଦିନ ଧରି ଆସିବାକୁ ପଡୁଛି ଚାଉଳ ପାଇଁ, ସେହିଁ ଦୁଇଦିନ ତିନିଦିନ ର ମଜୁରୀ ହିସାବ କଲେ କେତେ ଟଙ୍କା ହେବ ଟିକିଏ ଧ୍ୟାନ ଦିଅନ୍ତୁ ଓଡ଼ିଶା ସରକାର ଓଡ଼ିଶାର ପ୍ରତି ପଞ୍ଚାୟତରେ ଏପରି ଫିଙ୍ଗର ଉଠାଣ ମେସିନ ସର୍ଭର ଡାଉନ୍ ସମସ୍ୟା ଲାଗି ରହିଛି ସାଧାରଣ ଭୋଟରଙ୍କ ପାଇଁ ଅଡ଼ୁଆ ସୃଷ୍ଟି କରୁଅଛି ଲୋକେ ୮ କିଲୋମିଟର ୧୦ କିଲୋମିଟର ଫ୍ରି ଚାଉଳ ନେବାପାଇଁ ଜାଉଛନ୍ତି ସତ କିନ୍ତୁ ଖାଲି ହାତରେ ବାରମ୍ବାର ଘରକୁ ଫେରୁଛନ୍ତି ଫିଙ୍ଗର ଉଠାଣ ମେସିନ ଚାଲୁ ନାହିଁ ଓଡ଼ିଶା ସରକାର କୁ ଅନୁରୋଧ ଏହାର ବିକଳ୍ପ ସମାଧାନ ପାଇଁ ଚିନ୍ତା କରନ୍ତୁ ଅତି ସିଘ୍ର ନହେଲେ ଜାହା ସବୁ ବିଶ୍ବାସ ସରକାର ପ୍ରତି ତାହା ତୁଟିଜିବାରେ ଲାଗିବ ଓ ଲୋକଙ୍କର ସୁବିଧା ଜାଗାରେ ଅସୁବିଧା ର ଦାଇ ଓଡ଼ିଶା ସରକାର ହେବେ ଆମର ଅନୁରୋଧ ଫିଙ୍ଗର ନ ହେଲେ ଓଟିପି ସୁବିଧା କରାଯାଉ ।