Hot Posts

6/recent/ticker-posts

ଝାରବନ୍ଧ ରେ ଗିରି ଗୋବର୍ଦ୍ଧନ ପୂଜା

ଝାରବନ୍ଧ, ୨୨/୧୦ ( ଗୌରିଶଙ୍କର ପଞ୍ଚଭାୟା ) : ସବୁ ବର୍ଷ ପରି ଏ ବର୍ଷ ମଧ୍ୟ ବରଗଡ଼ ଜିଲ୍ଲା ଝାରବନ୍ଧ ବ୍ଲକ ଝାରବନ୍ଧ ଗ୍ରାମରେ ଗିରି ଗୋବର୍ଦ୍ଧନ ପୂଜା ଆରମ୍ଭ ହେଲା ତିଥି ଅନୁସାରେ ଆଗରୁ ଜେମୀତି ହୁଏ ଠିକ୍ ସେମିତି ଭାବରେ 21.10.2025 ରେ ଆରମ୍ଭ ହେଲା ଏହି ପୂଜା କମିଟି ର ପ୍ରେସିଡେଣ୍ଟ ଗୁଣମଣି ବନଛୋର ଓ ସଂପାଦକ ଉମେଶ ଚନ୍ଦ୍ର ବନଛୋରଙ୍କ ବହୁ ଚେଷ୍ଟା ବଲେ ଚାଲିଛି ପୂଜା ଓ ସମସ୍ତ କାର୍ଯ୍ୟ କ୍ରମ ଭିଡିଓ ଦେଖନ୍ତୁ ଓ ଜାଣନ୍ତୁ ଧନ୍ୟବାଦ।