Hot Posts

6/recent/ticker-posts

ବରୀ ରେ କାଳୀ ପୂଜା ଉତ୍ସାହ ର ସହିତ ପାଳନ

ବରୀ, ୨୪ / ୧୦ ( ରଂଜିତ ମହାନ୍ତି ) : ମା କାଳୀ ଙ୍କ ପୂଜା ପାଇଁ ଉତ୍ସବମୁଖର ବରୀ ଅଞ୍ଚଳଛ ବରୀରେ ଚନ୍ଦନପୂର୍, ଅଲିପୂର୍, କଳାମାଟିଆ ଆଦି ବିଭିନ୍ନ ସ୍ଥାନରେ ମା ପୂଜା ପାଉଛନ୍ତି । ବୁଲି ବୁଲି ମା ଙ୍କ ଦର୍ଶନ କରିବା ସହିତ ଆଶୀର୍ବାଦ ନେଉଛନ୍ତି ବରୀ ବିଧାୟକ । ଉଚ୍ଚ ତୋରଣ ସାଂଗକୁ ରଙ୍ଗୀନ ଆଲୋକ ମାଳାରେ ଝଲସି ଉଠୁଛି ପୁରା ଅଞ୍ଚଳଛ ସନ୍ଧ୍ୟାରେ ମାଆଙ୍କ ଦର୍ଶନ ପାଇଁ ବିଭିନ୍ନ ସ୍ଥାନରୁ ଭକ୍ତ ମାନେ ଛୁଟି ଆସରିଛ ନିତିକ୍ରାନ୍ତ ଅନୁଯାୟୀ ପୂଜାର୍ଚ୍ଚନା ଚାଲିଛି । ମା ଙ୍କର ଅନେକ ମହିମା ରହିଛି । ସେହିଭଳି ବରୀ ଚନ୍ଦନପୂର୍ ଅଞ୍ଚଳରେ ବେଶ୍ ଧୁମ୍ ଧାମରେ ପାଳିତ ହେଉଛି ମା ଙ୍କ ପୂଜା । ଦୀର୍ଘ ୭୮ ବର୍ଷ ଧରି ଏଠାରେ ପାଳିତ ହେଉଛି ଦକ୍ଷିଣ କାଳି ପୂଜାଛଏଠି ଭକ୍ତ ମାନଙ୍କର ଭିଡ ଜମିବାର କାରଣ ଅନେକ ରହିଛିଛ ବିପଦ ସମୟରେ ଭକ୍ତ ମାନେ ଭକ୍ତିରେ ଡାକିଲେ ମା ନିଶ୍ଚିତ କୃପା କରନ୍ତିଛ ଏଠି ବହୁ ପୁରାତନ ଅନୁଷ୍ଠାନ ହୋଇଥିବା ବେଳେ ପ୍ରତିଦିନ ସନ୍ଧ୍ୟାରେ ଭଜନ ସଂଧ୍ୟା, ଯାତ୍ରା, ମେଲୋଡି ଆଦି ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏଛ ଶେଷରେ ବ୍ରାହ୍ମଣୀ ନଦୀରେ ମେଲାଣି ନିଅନ୍ତି ଧୁମ୍ ଧାମରେ ପାଳନ ହୁଏ 


 ଯାଜପୁର ରୁ ରଂଜିତ ମହାନ୍ତି ଙ୍କ ରିପୋର୍ଟ