ଡାବୁଗାଁ ନିର୍ବାଚନମଣ୍ଡଳୀର ଡାବୁଗାଁ ବ୍ଳକ ରେ ବିଜେଡି ର ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ
ଡାବୁଗାଁ, ୨୨/୧୦ ( ନକୁଳ ଭତ୍ରା) : ନବରଙ୍ଗପୁର ଜିଲ୍ଲା ଡାବୁଗାଁ ନିର୍ବାଚନମଣ୍ଡଳୀର ଡାବୁଗାଁ ବ୍ଳକ ରେ ଆଜି ବିଜେଡି ର ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇ ଯାଇଛି l ବଡ଼ଓଲମା ଗ୍ରାମ ପଞ୍ଚାୟତ ଠାରୁ ଗ୍ରାମ ପରିକ୍ରମା କରି ଦାବ୍ରିଗୁଡା(ଭାଲୁଗୁଡା)ପର୍ଯ୍ଯନ୍ତ ବିଜେଡି ର ଜନସମ୍ପର୍କ ପଦଯାତ୍ରାହୋଇଥିଲା l ଉକ୍ତ ପଦଯାତ୍ରାରେ ଡାବୁଗାଁ ବିଜେଡ଼ି ବ୍ଳକ ସଭାପତି ସୁରେନ୍ଦ୍ର କୁମାର ମିଶ୍ର ଙ୍କ ବଳିଷ୍ଟ ନେତୃତ୍ଵରେ ମୁଖ୍ୟ ଅତିଥି ଲୋକପ୍ରିୟ ବିଧାୟକ ମନୋହର ରନ୍ଧାରୀ, ସମ୍ମାନୀତ ଅତିଥି ଡାବୁଗାଁ ବ୍ଳକ ଅଧ୍ଯକ୍ଷା ବୀଣା ମାଝୀ ଓ ଉପାଧ୍ଯକ୍ଷ ସଦାନନ୍ଦ ନାୟକ,ବିଧାୟକ ପ୍ରତିନିଧି ଏମ୍ ବୁଲୁ ରାଓ,ଜିଲ୍ଲା ପରିଷଦ ସଭ୍ଯ ଧନ ସିଂ ଭତ୍ରl ଓ ଗୁପ୍ତ ବିଶୋୟୀ , ବରିଷ୍ଟ ବିଜେଡି ନେତା ଏମ୍ ଅlପା ରାଓ,ଦୟାନିଧି ଭତ୍ରl,ରାମ କୁମାର ଗଣ୍ଡ, ରମେଶ ଚନ୍ଦ୍ର ମାଝୀ,ସାଲିମ ଧର ଭତ୍ରl,ବବୁଲ ତ୍ରିପାଠୀ, ଲଇଖଣ ପନକl,ଶିବ ପ୍ରସାଦ ମିଶ୍ର,ହିରଣ୍ୟ ମାଝୀ, ଜି. ରାଜଶେଖର ରାଓ, ଗେଦୁ ପଟ୍ଟନାୟକ,ସୁବାସ ବିଶୋୟୀ, ଉପେନ୍ଦ୍ର ବିଶୋୟୀ, ଜଳନ୍ଧର ବିଶୋୟୀ,ସଦାଶିବ ବିଶୋୟୀ, ଶୁଭଜିତ୍ ବେହୁରିଆ,ସୁକୁ ଭତ୍ରl, ବିପିନ ଡଙ୍ଗରି,ବିଜୟ ଭତ୍ରl, ଟି. ଯୁଗୁନୁ ବାବୁ,ଶୋଭା ହରିଜନ, ଡାବୁଗାଁ ନିର୍ବାଚନମଣ୍ଡଳୀ ର ଡାବୁଗାଁ, ପାପଡାହାଣ୍ଡି, କୋଷାଗୁମୁଡା ବ୍ଳକ ବିଜେଡି ର ସମସ୍ତ ସରପଞ୍ଚ,ସମିତି ସଭ୍ଯ ସଭ୍ଯା, ୱାର୍ଡ ମେମ୍ବର ପ୍ରମୂଖ ବହୁ କର୍ମୀ ବହୁ ସଂଖ୍ୟାରେ ଯୋଗ ଦେଇଥିଲେ lଅନ୍ୟୁନ ୫୦୦୦ ରୁ ଉର୍ଦ୍ଧ୍ବ ବିଜେଡି କର୍ମୀ ଉକ୍ତ ପଦଯାତ୍ରା ରେ ସାମିଲ ହୋଇ ଗାଁ ଗାଁ ରେ ବିଜେଡି ର ନୀତି ଆଦର୍ଶ ଓ ଜନହିତକର ଯୋଜନା ଉପରେ ଅବଗତ କରାଇଥିଲେ l ଜନସାଧାରଣ ଅବଗତ ହୋଇ ବିଜେଡି ନୀତି ଆଦର୍ଶ କୁ ସ୍ୱାଗତ କରି ବିଜେଡି ସୁପ୍ରିମୋ ନବୀନ ବାବୁଙ୍କ ଜୟ ଜୟ ଗାନ କରିଥିଲେ l ଭାଲୁଗୁଡା ଗ୍ରାମର ଶ୍ରୀ ଶ୍ରୀ ସୁନା ଦେଇ ମା ତେଲେଙ୍ଗାଣୀ ମନ୍ଦିର ପାର୍ଶ୍ବରେ ଥିବା ପଡିଆରେ ଏକ ବିରାଟ ସଭାର ଆୟୋଜନ କରାଯାଇ ଡାବୁଗାଁ ବିଜେଡି ସଭାପତିଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ଲୋକପ୍ରିୟ ବିଧାୟକ ପ୍ରତି ପରିବାରର ମୁଣ୍ଡ ପିଛା ୫ କେଜି ବଦଳରେ ୧୦ କେଜି ଚାଉଳ, ୬୦ ବର୍ଷର ଲୋକଙ୍କୁ ୩୦୦୦ ଟଙ୍କା ପେନସନ୍,ପ୍ରତି ପରିବାରକୁ ସରକାରଙ୍କ ଯୋଜନା ରେ ଆବାସ ଗୃହ, ପ୍ରତି