Hot Posts

6/recent/ticker-posts

ରତ୍ନଗିରି ଉଚ୍ଚ ବିଦ୍ୟାଳୟରେ ସ୍ନେକ୍ ହେଲ୍ପ ଲାଇନ୍

ବରୀ, ୨୩/୧୦ ( ରଂଜିତ ମହାନ୍ତି ) : ବରୀ ଶିକ୍ଷା ମଣ୍ଡଳ ଅନ୍ତର୍ଗତ ରତ୍ନଗିରି ଉଚ୍ଚ ବିଦ୍ୟାଳୟର ଶ୍ରେଣୀ ଗୃହରେ ସାପ ଓ ସେମାନଙ୍କ ଅଣ୍ଡା ବିଷୟରେ ଆଜିଭୂବନେଶ୍ଵରସ୍ଥିତ ସ୍ନେକ୍ ହେଲ୍ସ ଲାଇନ୍‌ର ସମ୍ପାଦକ ଶୁଭେନ୍ଦୁ ମଲିକ ତାଙ୍କର ସହଯୋଗୀଙ୍କ ସହିତ ରତ୍ନଗିରି ଉଚ୍ଚ ବିଦ୍ୟାଳୟଠାରେ ପହଁଞ୍ଚି ଥିଲେ । ମହାନ୍ତି ଓ ପ୍ରଧାନଶିକ୍ଷୟିତ୍ରୀ ସିଲିସ୍ବପ୍ନା ଜିଲା ଶିକ୍ଷାଧୂକାରୀ ଯାଜପୁରଙ୍କ ଅନୁମତିକ୍ରମେ ସାପ ରହୁଥ‌ିବା କମ୍ପ୍ୟୁଟର ଓ ପା ପାଠାଗାର ଶ୍ରେଣୀରେ ସାପ ଧରିବାକୁ ସେମାନେ ଉଦ୍ୟମ ଦ୍ୟମ ଆରମ୍ଭ କରିଥିଲେ। ସମାନଙ୍କୁ ଦେଖୁବା ପାଇଁ ବିଦ୍ୟାଳୟରେ ଅଭିଭାବକମାନେ ମଧ୍ୟ ଭିଡ଼ ଜମାଇଥିଲେ। ଆଜି କୌଣସି ସାପ ନ ମିଳିଥିଲେ ମଧ୍ୟ ଦୁଇ ତିନିଟି ଅଣ୍ଡା ମିଳିଥିବାର ସୂଚନା ମିଳିଛି। ପରେ ସ୍ନେକ୍ ହେଲ୍ପ ଲାଇନ୍‌ର କର୍ମକର୍ତ୍ତା ସମସ୍ତ ଛାତ୍ରଛାତ୍ରୀଙ୍କୁ ଡାକି ଏକ ସଚେତନତା ବୈଠକ କରାଇଥିଲେ। 


ଯାଜପୁର ରୁ ରଂଜିତ ମହାନ୍ତି ଙ୍କ ରିପୋର୍ଟ