କୋରାପୁଟ ଜିଲ୍ଲା ଶିକ୍ଷା ଅଧିକାରୀ ଭାବେ ଯୋଗଦାନ ଦେଲେ ଶ୍ରୀ କରୁଣାକର ଭୁଏ
କୋରାପୁଟ, ୨୭/୧୦ ( ଗୁପ୍ତ ପ୍ରସାଦ ପତ୍ରିକା ) : ନୂଆପଡା ରୁ ବଦଳି ହୋଇ ଆସି କୋରାପୁଟ ଜିଲ୍ଲା ଶିକ୍ଷା ଅଧିକାରୀ ଭାବେ ଯୋଗଦାନ କରିଥିବା ଶ୍ରୀ କରୁଣାକର ଭୁଏ ଙ୍କୁ ଜୟପୁର ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟ ର କର୍ମଚାରୀ ମାନେ ସ୍ବାଗତ କରିବା ସହିତ ସମ୍ବର୍ଦ୍ଧିତ କରିଥିଲେ, ଶ୍ରୀ ଭୁଏ ଜୟପୁର ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସଭାଗୃହ ଠାରେ ଅନୁଷ୍ଠିତ ହେବାକୁ ଥିବା ମିଳିତ ଅଭିଯୋଗ ଶୁଣାଣି ଠାରେ ଯୋଗଦାନ କରିବା ପରେ ଜୟପୁର ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟ ପରିଦର୍ଶନ ରେ ଆସିଥିଲେ ସେହି ସମୟରେ ଜୟପୁର ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟ ର ସମସ୍ତ କର୍ମଚାରୀ ମାନଙ୍କ ଦ୍ବାରା ସ୍ବାଗତ କରିବା ସହିତ ସମ୍ବର୍ଦ୍ଧନା ଦିଆଯାଇଥିଲା, ଶ୍ରୀ ଚନ୍ଦନ କୁମାର ନାୟକ ଗୋଷ୍ଠୀ ଶିକ୍ଷା ଅଧିକାରୀ ଜୟପୁର, ଶ୍ରୀ ରାଜେନ୍ଦ୍ର ନାରାୟଣ ପାଢି ବିଭାଗୀୟ ଅଧିକାରୀ, ଶ୍ରୀ ଶଶୀଭୂଷଣ ଦାଶ୍ ବରିଷ୍ଠ ସହାୟକ, ଶ୍ରୀ ବାଳ ଗୋପାଳ ମିଶ୍ର ବରିଷ୍ଠ ସହାୟକ, ଶ୍ରୀ ସାନ୍ତୁନୁ ଜେନା କନିଷ୍ଠ ସହାୟକ,ଶ୍ରୀ କେ ଗୋପାଳ ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ, ଶ୍ରୀ ସୋମନାଥ ଗାଦବା ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ, ଶ୍ରୀ କିରଣ ମହାରଣା, ଶ୍ରୀ ରଞ୍ଜିତ ମହାନ୍ତି, ଶ୍ରୀ ମନୋଜ୍ କୁମର୍ ପଟ୍ଟନାୟକ, ଶ୍ରୀମତୀ ଲିପସା ମୁରଲି ସାହୁ, ଶ୍ରୀମତି ସୁନିତା ନାୟକ, ଶ୍ରୀମତି ସୁଭସ୍ରୀ ପାତ୍ର, ଶ୍ରୀମତି ଦିବ୍ୟା ତେଜା,ଶ୍ରୀ ଅନିଲ୍ ସାଗର, ଶ୍ରୀ କମଳୁ ଜାନି ଓ ରମେଶ ପାଲକା ଉପସ୍ଥିତ ଥିଲେ, ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ଭୁଏ ବିଭାଗର ସମସ୍ତ କର୍ମଚାରୀ ମାନଙ୍କ ସହିତ ବିଭାଗୀୟ କାର୍ଯ୍ୟ ସମ୍ପର୍କରେ ଆଲୋଚନା କରିଥିଲେ
କୋରାପୁଟ ରୁ ଗୁପ୍ତ ପ୍ରସାଦ ପତ୍ରିକା ଙ୍କ ରିପୋର୍ଟ ନବଦୂତ ନ୍ୟୁଜ