ଦୁଇ ପ୍ରକଳ୍ପର ଶିଳାନ୍ୟାସ
ବରୀ, ୧୯ / ୧୦ ( ରଂଜିତ ମହାନ୍ତି ) : ବରୀ ଅଞ୍ଚଳର ମୁଖ୍ୟ ବ୍ୟବସାୟୀକ ପେଣ୍ଠ ଭଭାବେ ପରିଚିତ ସାପ୍ତାହିକ ହାଟ ବରୀ ମାଉଣ୍ଡ ଠାରେ ସାପ୍ତା ଯୋଗୁଁ ଟ୍ରାଫି କ ଜାମ୍ ହେବା ସହିତ ଯାତାୟତ କ୍ଷେତ୍ର ରେ ଲୋକ ମାନେ ନାହିଁ ନ ଥ୍ ବ ଅସୁ ବି ଧାର ସ ମ୍ମୁ ଖୀ ନ ହେଉଥିଲେ । ତେଣୁ ହାଟ ସ୍ଥାନାନ୍ତର କୁ ଗୁରୁ ତ୍ଵ ଦେଇ ବରୀ ବିଧାୟକ ଙ୍କ ଉଦ୍ୟମ କ୍ରମେ ନୂତନ ସ୍ଥାୟୀ ହାଟ ନିର୍ମାଣ ନିମନ୍ତେ ପୂର୍ତ୍ତ ବିଭାଗ ତରଫରୁ ଏକ କୋଟି ୬ ଲକ୍ଷ୍ୟ ୨ ହଜାର ୮୪୦ ଟଙ୍କା ମଞ୍ଜୁର ହୋଇଥିବା ବେଳେ ଏହାକୁ ଆଜି ବରୀ ବି ଧାୟକ ଶିଳାନ୍ୟାସ କରି ଛନ୍ତି । ଅପରପକ୍ଷରେ କୃଷକ ମାନଙ୍କ ନିମନ୍ତେ ଏହି ରମ୍ପା ପଞ୍ଚାୟତ ଅନସ୍ଥ ପଘିରା ଠାରେ ଧାନ ସଂଗ୍ରହ ଗୃହ ନିର୍ମାଣ ପାଇଁ ୬୪ ଲକ୍ଷ୍ୟ ୫୭ ହଜାର ୮୯୧ ଟଙ୍କା ମଞ୍ଜୁର ହୋଇଥିବା କାର୍ଯ୍ୟର ମଧ୍ୟ ଶିଳାନ୍ୟାସ କରିଛନ୍ତି । ବରୀ ର ବିକାସ କ୍ଷେତ୍ରରେ ବିଧାୟକଙ୍କ ପ୍ରଚେଷ୍ଟାକୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଛି ।
ଯାଜପୁର ରୁ ରଂଜିତ ମହାନ୍ତି ଙ୍କ ରିପୋର୍ଟ