Hot Posts

6/recent/ticker-posts

ଲୁହୁରାକୋଟ ପ୍ରାଥମିକ ବିଦ୍ୟାଳୟ ଠାରେ ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ସୁରଭି ଶିଶୁ ମହୋତ୍ସବ

ପଦ୍ମପୁର, ୧୪ / ୧୦ ( ଆଶିଷ କୁମାର ଭୋଇ ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଳ ବ୍ଲକ ଅନ୍ତର୍ଗତ ଲୁହୁରାକୋଟ ପ୍ରାଥମିକ ବିଦ୍ୟାଳୟ ରେ କେନ୍ଦ୍ର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ l ଲୁହୁରାକୋଟ ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ପ୍ରକାଶ ପଧାନ ଙ୍କ ସଭାପତିତ୍ୱ ରେ ସୁରଭି କାର୍ଯ୍ୟକ୍ରମ ହୋଇଥିଲା l ଉକ୍ତ ଆଞ୍ଚଳିକ କେନ୍ଦ୍ର ଲଖମରା କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଲକମରା ପ୍ରିନସିପାଲ ବିଜୟ ମିଶ୍ର, ପ୍ରୋଗ୍ରାମ ସଂଯୋଜକ crcc ବ୍ୟଷ୍ଣବ ପଣ୍ଡା,ଓ ସମ୍ମାନିତ ଅତିଥି ଚେୟାରମ୍ୟାନ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ସାହୁ,ବି ଇ ଓ ଅଦନ ସୁନା,ଏକ୍ସ abeo ଅଳେନ୍ଦ୍ର ବାରିକ,ଜିଲ୍ଲାପରିଷଦ ବାସନ୍ତୀ ବାଲାମ,ଲକମରା ପ୍ରଧାନଶିକ୍ଷକ କୃଷ୍ଣଚନ୍ଦ୍ର ହୋତା, ଚରଦାପାଲି ପ୍ରଧାନଶିକ୍ଷକ ଦ୍ୟତାରୀ ବିଶ୍ୱାଳ, ସଂଯୋଜକ ବ୍ୟଷ୍ଣବ ପଣ୍ଡା, ଉକ୍ତ କେନ୍ଦ୍ର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ରେ ନାଚ,ଗୀତ, ଡେ଼ବିଟ, ଚିତ୍ରାଙ୍କନ ଓ ସଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ହୋଇଥିଲା l ଏହି କାର୍ଯ୍ୟକ୍ରମ ରେ ଲୁହୁରାକୋଟ ଗ୍ରାମବାସୀ ମଧ୍ୟ ସହଯୋଗ କରିଥିଲେ l ଉକ୍ତ ପ୍ରୋଗ୍ରାମ ଶେଷରେ ଶ୍ରୀଯୁକ୍ତ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ l 

ବରଗଡ଼ ଜିଲ୍ଲା ପଦ୍ମପୁର ଆଶିଷ କୁମାର ଭୋଇ ଙ୍କ ରିପୋର୍ଟ