Hot Posts

6/recent/ticker-posts

ବିଲ ରେ କାମ କରୁଥିଲା ବେଳେ ବିଦ୍ୟୁତ ତାର ଛିଣ୍ଡି ଚାଷୀମୃତ

ବରଗଡ଼, ୧୯ / ୦୯ ( ଭାଗିରଥି ଭୋଇ ) : ଏମିତି ଏକ ଦୁଃଖ ନିୟ ଘଟଣା ଘଟିଯାଇଛି ବରଗଡ଼ ଜିଲ୍ଲା ସୋହେଲା ବ୍ଲକ ଅନ୍ତର୍ଗତ ବାଉସେନମୁରା ଗ୍ରାମର ହରିହର ବରିହା ବୟସ 46 ହୋଇଥିବା ବେଲେ ସେ ଯୁବକ ଜମିରେ ଔଷଧ ଛିଞ୍ଚନ କରୁଥିବା ବେଳେ ହଟାତ ଲାଇନ ତାର ଛିଣ୍ଡି ଜିବାରୁ ସେହି ବିଲରେ ହିଁ ଜୀବନ ଚାଲି ଯାଇଥିଲା। ସେହି ଘଟଣା ସ୍ଥଳ କୁ ଇଲେକ୍ଟ୍ରିକ ଡିପାର୍ଟମେଣ୍ଟ ଜେଇ ଓ ତହସିଲଦାର ପହଂଚି ମୃତ ଲୋକଙ୍କ ପରିବାର କୁ କ୍ଷତି ପୂରଣ ମିଳିବ ବୋଲି ପ୍ରତିଶୃତି ଦେଇଛନ୍ତି l 
ବରଗଡ଼ ଜିଲ୍ଲା ରୁ ଭାଗିରଥି ଭୋଇ ଙ୍କ ରିପୋର୍ଟ