Hot Posts

6/recent/ticker-posts

ଭବାନୀପାଟଣା ଠାରେ କଂଗ୍ରେସ ପକ୍ଷରୁ ସଙ୍ଗଠନ ସୃଜନ ଅଭିଯାନ ର ସାମ୍ବାଦିକ ସମ୍ମିଳନୀ।

ଭବାନୀପାଟଣା, ୦୩ / ୦୯ ( ବିଷ୍ଣୁ ଚରଣ ସ୍ୱାଇଁ ) : କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ହୋଟେଲ କ୍ଳାସିକ ଅମ୍ରାପାଲି ଠାରେ କଳାହାଣ୍ଡି ଜିଲ୍ଲା କଂଗ୍ରେସ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ଆୟୋଜିତ।ଯୁବ ଓ ମହିଲା ଙ୍କୁ ନେଇ ସଙ୍ଗଠନ ସଜାଡିଡ କଂଗ୍ରେସ। ଗାଁ ରେ ଲୋକଙ୍କୁ ଭେଟିବେ ,ଜନ ପ୍ରତିନିଧିଙ୍କ ସହ ଆଲୋଚନା କରି ତୃଣମୂଳ ସ୍ତରରେ ମଜବୁତ କରିବ, ଏକ ବର୍ଷ ମଧ୍ୟରେ କଂଗ୍ରେସ ଦଳ ରାଜ୍ୟବାସୀ ଙ୍କ ବିକଳ୍ପ ହେବ ।କାର୍ଯ୍ୟକ୍ରମରେ ଆଇସିସି ପର୍ଯ୍ୟବେକ୍ଷକ ଶେଖ ମସ୍ତାନ ଓ୍ବାଲି, ପ୍ରଦେଶ କଂଗ୍ରେସ କମିଟି ପର୍ଯ୍ୟବେକ୍ଷକ , ବିଧାୟକ ତାରା ପ୍ରସାଦ ବାହିନୀପତି, ଅଭିମନ୍ୟୁ ବେହେରା ଓ ଫକିର ଜଗତ , ସମେତ କଳାହାଣ୍ଡି ଜିଲ୍ଲା କଂଗ୍ରେସ ସଭାପତି ଜଳନ୍ଧର ନାଏକ ପ୍ରମୁଖ ଉପସ୍ଥିତ ରହିଥିଲେ।

କଳାହାଣ୍ଡି ଜିଲ୍ଲା ରୁ ବିଷ୍ନୁ ଚରଣ ସ୍ଵାଇଁ ଙ୍କ ରିପୋଟିଂ