ଓଡୁଗୁଡ଼ା ରେ ଏକ ପେଡ଼ ମା କେ ନାମ ଉତ୍ସାହ ର ସହିତ ପାଳିତ
ରାୟଗଡ଼ା, ୧୮ / ୦୯ ( ଭି. ଗୌରି ଶଙ୍କର ରାଓ ) : ଏକ ପେଡ ମା କେ ନାମ "ଅବସରରେ ଦ୍ୱିତୀୟ ଓଡିଶା ବାଳିକା ବାଟାଲିୟନ ଏବଂ ଜଙ୍ଗଲ ଓ ପରିବେଶ ସୁରକ୍ଷା ବିଭାଗ ର ମିଳିତ ଉଦ୍ୟମରେ ଓଡୁଗୁଡ଼ା,ରାୟଗଡ଼ା ଠାରେ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ 17 ତାରିଖ ଦିନ ଅନୁଷ୍ଠିତ ହୋଇଯାଇଛି ଏହି କାର୍ଯ୍ୟକ୍ରମ ଜିଲ୍ଲା ଜଙ୍ଗଲ ସୁରକ୍ଷା ଅଧିକାରୀ ସଚିନ୍ ଅନା ସହିବୋହେଲ , ରେଞ୍ଜର କମେଶ ଆଚରି, ଓଡ଼ୁଗୁଡ଼ା ଗ୍ରାମର ସରପଞ୍ଚ ଥିମାରୋଉ ବିଦିକା ,ମହିଳା ମହାବିଦ୍ୟାଳୟର ଏନସିସି ଅଫିସର କ୍ୟାପଟେନ ରୀତା ରାଣୀ ମିଶ୍ର, ବାଳିକା ବାଟାଲିୟନ ର ସୁବେଦର୍ କେ ବିନୋଦ,ଓ ସାଥିୟ ,60 ରୁ ଉର୍ଦ୍ଧ ଏନସିସି କ୍ୟାଡେଟ ଏବଂ ଓଡୁଗୁଦ ଗ୍ରାମବାସୀ ଙ୍କ ମିଳିତ ଉଦ୍ୟମରେ 100 ରୁ ଉର୍ଦ୍ଧ ବୃକ୍ଷ ରୋପଣ କରାଯାଇ ଥିଲା