Hot Posts

6/recent/ticker-posts

ହଜାର ହଜାର ଟଙ୍କାର କବାଟ ଲଗାଇଲେ ସତ ହେଲେ ଆଜି ମଧ୍ୟ ଶୌଚାଳୟ ଶୋଚନୀୟ ଅବସ୍ତାରେ

ଝାରବନ୍ଧ, ୧୭ / ୦୮ ( ଗୌରି ଶଙ୍କର ପଞ୍ଚଭାୟା ) : ଓଡ଼ିଶା ର ବରଗଡ଼ ଜିଲ୍ଲା ଝାରବନ୍ଧ ବ୍ଲକ କନ୍ଦାଡଙ୍ଗର ଗ୍ରାମ ପଞ୍ଚାୟତ ର କେମ୍ପସ ଭିତରେ ଥିବାର ଶୌଚାଳୟ ରେ ଆମର ଖବର ପ୍ରଚାର ପରେ ଶୌଚାଲୟରେ କବାଟ ଲାଗିଲା କିନ୍ତୁ ଏବେ ମଧ୍ୟ ଶୌଚାଳୟ ନଥିଲା ପରି ମନେ ହେଉଛି , କନ୍ଦାଡଙ୍ଗର ଗ୍ରାମ ପଞ୍ଚାୟତ ସ୍ଥାନୀୟ ପ୍ରଶାସନ ର ଅତି ଚମତ୍କାର ଚିନ୍ତା ଧାରା ଦେଖନ୍ତୁ, ଶୌଚାଳୟ ର ଦୃଶ୍ୟ ଦେଖିଲାପରେ ଏମିତି ଭାବନା ଆସେ ଯାହାକି ଅତି ଘୃଣ୍ୟ ଜନକ ଅଟେ, ହଜାର ହଜାର ଟଙ୍କା ର କବାଟ ଲଗାଇଲେ ସତ ହେଲେଁ ଆଜି ମଧ୍ୟ ଶୌଚାଳୟ ର ଅବସ୍ଥା ଲୋକେ ଶୌଚ କରିବା ଅବସ୍ଥା ରେ ନାହିଁ , ଶୌଚାଳୟ ଭିତରେ ଅଲିଆ ଆବର୍ଜନା ଭର୍ତ୍ତି ହୋଇ ରହିଅଛି ସ୍ଥାନୀୟ ପ୍ରଶାସନ ବୋଧେ ଭାବୁଅଛି ଏ ସବୁ ଅଲିଆ ଆବର୍ଜନା ନିହାତି ଶୌଚାଳୟ ରେ ରହିଥିବାର ଆବଶ୍ୟକତା ଗୁରୁତ୍ୱପୂର୍ଣ, ସାଧାରଣ ଭୋଟର୍ ମାନଙ୍କ ପାଇଁ ସଫାସୁତୁରା କରିବାର କୌଣସି ଆବଶ୍ୟକତା ନାହିଁ ସେମାନେ ଥିଲେ ଜାହା ନଥିଲେ ତାହା, ଏହି ଦୃଶ୍ୟ କହୁଅଛି ଭୋଟର ମାନଙ୍କର ପାଇଁ ଏହି ପଞ୍ଚାୟତ ପ୍ରସାଶନ କେମିତି ମନୋଭାବ ରଖୁଛନ୍ତି ତାହା, ଓଡ଼ିଶା ସରକାର ଙ୍କୁ ଅନୁରୋଧ ଜଥାସିଘ୍ର ଏହି ବିଷୟ ରେ ଚିନ୍ତା କରନ୍ତୁ ନହେଲେ ସାଧାରଣ ଭୋଟର୍ ମାନଙ୍କର ଅସୁବିଧା ଏହିପରି ଅସୁବିଧା ରେ ରହିଥିବ ଜେମୀତି ରହିଛି ସେମିତି ଅବସ୍ଥାରେ।


ଝାରବନ୍ଧ ବ୍ଲକ ରୁ ଗୈାରୀଶଙ୍କର ପଞ୍ଚଭାୟାଙ୍କ ରିପୋର୍ଟ