Hot Posts

6/recent/ticker-posts

ମୋହନା କେଶରା ବିଦ୍ୟାଳୟରେ ୭୯ତମ ସ୍ଵାଧୀନତା ଦିବସର ଧମାଲ — ବୃକ୍ଷରୋପଣ ସହିତ ଛାତ୍ର ଛାତ୍ରୀ ଙ୍କୁ ପୁରସ୍କାର

ମୋହନା, ୧୭ / ୦୮ ( ଭିକାରୀ ନାୟକ ) : ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ କେଶରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପକ୍ଷରୁ ୭୯ ତମ ଅଗଷ୍ଟ୍ ୧୫ ସ୍ଵାଧୀନତା ଦିବସ ଆଡମ୍ବର ଶହ ପାଳନ କରିବା ସହ ବୃକ୍ଷ ରୋପଣ କରା ଯାଇ ଅଛି। ପିଲା ଟିଏ କୁ ଗଛ ଟି, ଓ ,ମା, ଟି କୁ ଗଛ ଟି ଏ ନେଇ କାର୍ଯ୍ୟକର୍ମ କରିବା ସହ ଏକ ସ୍ବତନ୍ତ୍ର ଭାବେ କାର୍ଯ୍ୟ କ୍ରମ କରା ଯାଇ ଥିଲା ଏହୀ କାର୍ଯ୍ୟକ୍ରମଟି ଶ୍ରୀ ଭିକାରୀ ନାୟକଙ୍କ ( ପ୍ରଧାନ ଶିକ୍ଷକ ) ତତ୍ଵଧାନରେ ସଫଳ ହୋଇଥିଲା , 

ବିଦ୍ଯାଳୟର ସଭା ପତି ଶ୍ରୀ ବିଶ୍ୱ ନାଥ ଦଳାଇ ପତକା ଉତ୍ତୋଳନ କରି ଥିଲେ, ବରିଷ୍ଠ ନାଗରିକ ପାଉଲ ପରିଛ୍ହା, ଅରୁଣ ବଳିୟରସିଙ୍ଗି,ଇସାକ୍ ବିଶୋଇ ,ସାନ ବାହାଅଦ୍ରୁର୍,ଝିନା କାରଜି,ଘାସି ପ୍ରଧାନ,କଳସ ନାୟକ,ବବି ନାୟକ,ବିଦ୍ଯାଲୟର ସମସ୍ତ ପରିଚାଳନା କମିଟି ଉପସ୍ଥିତି ରେ କାର୍ଯ୍ୟକର୍ମ କରାଜାଇଥିଲା, ବିଦ୍ଯାଲୟ ର୍ ପୂର୍ବତନ ଛାତ୍ର,ଦୂର୍ଯ୍ୟ ଧନ ଶାହୁ,ଅରୁଣ ବଳିଆର୍ ସିଙ୍ଗି,ନବୀନ କରଜି ଙ୍କୁ ସମ୍ମାନିତ କରାଯାଇଥିଲା, ସମ୍ମାନିତ ଅଥିତି ରୂପେ, ମୋହନାସାହିତ୍ୟ ଘର ଆୟାଯୋକ ଲକ୍ଷ୍ମଣ ବିଶୋଇ,ରାଜେନ୍ଦ୍ର ଡୋରା କୁ ସନମାନିତ କରଜାଇଥିଲା ଛାତ୍ର ଛାତ୍ରୀକୁ ପୁରସ୍କାର ପ୍ରଦାନ କରାଯିବା ସହିତ ଗ୍ରାମର ମାନ୍ୟ ଗନ୍ୟ ବ୍ଯକ୍ତି ଶ୍ରୀ ପ୍ରଭାକର ନାୟକ ଙ୍କ ଦ୍ଵାରା ମହାତ୍ମାଗାନ୍ଧି ଙ୍କ ପ୍ରତି ମୃତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା, ଶେଷ ରେ ରବି ନାରୟନ ମହାରଣା ସହଜଗୋ ରେ ବିଦ୍ୟାଳୟ ର eco କଲବ ଦ୍ଵାରା ପ୍ରସ୍ତୁତ ବୃକ୍ଷ ରୋପଣ କରାଯାଇଥିଲା ଯାହା କି ସରକାରଙ୍କର ନାରା ମା ଟିଏ କୁ ଗଛ ଟିଏ ଓ ବିଦ୍ୟାଳୟ ନାରା ଅନୁଯାଇ ପିଲା ଟିଏ କୁ ଗଛ ଟିଏ କାର୍ଯ୍ୟ କର୍ମ ଅନୁଷ୍ଠିତ କରାଯାଇଥିଲା, ଏବଂ ସାମାଜିକ କର୍ମୀ ପ୍ରମଦ୍ ନିଶାନ୍ତ ଙ୍କ ଦ୍ଵାରା ପ୍ରସ୍ତୁତ ଭାରତ ମାତା, ସାବିତ୍ରୀବାଇ ଫୁଲେ, ଝାନ୍ସୀରାଣୀ ଲକ୍ଷ୍ମୀବାଈ ଙ୍କ ଜୀବନ୍ତ ପ୍ରତିବିମ୍ବ ପରି ଛାତ୍ରୀ ମାନଙ୍କୁ ପୋଷାକ ମାଧ୍ୟମରେ ସଜାଇ ଆକର୍ଷଣ କରାଯାଇ ଥିଲା । ଭାଳିଆ ଗୁଡା,ଚଢିୟା ପଦା,ଚନ୍ଦ୍ରପୁର, ଖାରିପଲି ଗ୍ରାମର ଅଭିଭାବକ ମାନେ ଉପସ୍ଥିତ ରହି କାର୍ଯ୍ୟ କର୍ମ କୁ ଉତ୍ସାହ ସହିତ ଅନୁଭବ କରିଥିଲେ, ଉକ୍ତ କାର୍ଯ୍ୟ କର୍ମ କୁ ଶିକ୍ଷକ ଜଗତ ଚନ୍ଦ୍ର ନାୟକ,ରମା କାନ୍ତ ମଲ୍ଲିକ, ଶିକ୍ଷୟତ୍ରୀ ଝିନ ମଲ୍ଲିକ ଓ ଗ୍ରାମର ଯୁବକ ସଂଘ ର ସଭାପତି, ସମ୍ପାଦକ ,ସଭ୍ୟମାନେ ସହଯୋଗ କରିଥିଲେ ଶେଷ ରେ ପ୍ରଧାନ ଶିକ୍ଷକ ଶ୍ରୀ ଭିକାରୀ ନାୟକ ଓ ଉପସ୍ଥିତ ଥିବା ସମସ୍ତ ଅଥିତି , ଛାତ୍ର ଛାତ୍ରୀ, ଗ୍ରାମବାସୀଙ୍କୁ ଧନ୍ୟଵାଦ ଦେଇ କାର୍ଯ୍ୟ କର୍ମ ଶେଷ କରିଥିଲେ।
ମୋହନା ରୁ ଭିକାରୀ ନାୟକ ଙ୍କ ରିପୋର୍ଟ ।