ନେତାଜୀ ଆଜାଦ ହିନ୍ଦ୍ ସ୍ପୋର୍ଟିଙ୍ଗ କ୍ଲବ୍ର ଦୁଇ ଦିନିଆ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଆରମ୍ଭ
ଉମରକୋଟ, ୧୫ / ୦୮ ( ନକୁଳ ଭତ୍ରା ) : ନେତାଜୀ ହାଜାଦ ହିନ୍ଦ୍ sporting କ୍ଳଭ UV-8 ଖୁଟଗୁଡ଼ା ଠାରେ ଦୁଇ ଦିନିଆ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦପିତ ହୋଇଯାଇଛି । ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଳକ ଅନ୍ତର୍ଗତ uv -8 କୁଟୁଗୁଡା ଠାରେ ଦୁଇ ଦିନିଆ ଫୁଟବଲ ଟୁର୍ଣ୍ଣାମେଣ୍ଟ ସ୍କୁଲ ପଡ଼ିଆ ଠାରେ ଅନୁଷ୍ଠିତ ହୋଇ ଯାଇଛି। ଏହି ଟୁର୍ଣ୍ଣାମେଣ୍ଟ କୁ ବିଜେପି . ଯୁବ ମୋର୍ଚା ପ୍ରେସିଡେଣ୍ଟ ବାଦଳ ପଟନାୟକ ଉଦଘାଟନ କରି ସମସ୍ତ ଖେଳାଳି ମାନଙ୍କୁ ନିଜ ଅଞ୍ଚଳ ରେ ଭଲ ପ୍ରଦର୍ଶନ କରି ରାଜ୍ୟ ସ୍ତରୀୟ ଖେଳାଳି ହେବା ପାଇଁ ଚେଷ୍ଟା ଜାରି ରଖିବେ ବୋଲି ସମସ୍ତ ଖେଳାଳି ମାନଙ୍କୁ ମତ ଦେଇଥିଲେ। ଏହି ଟୁର୍ଣ୍ଣାମେଣ୍ଟ କୁ ପରିଚାଳନା କରୁଥିବା କମିଟିର ସଦସ୍ୟମାନେ ହେଲେ ପ୍ରେସିଡେଣ୍ଟ ସୁରେଶ ମଣ୍ଡଳ , ଭାଇସ୍ ପ୍ରେସିଡେଣ୍ଟ ଶଙ୍କୁ ରାୟ, ସେକ୍ରେଟାରି Ashim Bachhad , joint ସେକ୍ରେଟାରି ସୁବିର ଚକ୍ରବର୍ତ୍ତୀ କେସିୟର ସଞ୍ଜୟ ମିନ୍ତ୍ରୀ , joint କେସିୟର ତନ୍ମୟ ସମଦାର ମୂଖ୍ୟ ଅତିଥି SDPO-ଉମରକୋଟ , IIC- ଉମରକୋଟ, SI-ଉମରକୋଟ ସମାଜ ସେବି - ସାଗର ପଟ୍ଟନାୟକ ସମାଜ ସେବି - ପ୍ରଦିପ ଭାଇ ବଡ କୁମାରୀ ସରପଞ୍ଚ - ତିଲୋତମା ଭତ୍ରା, ଧୋଡ୍ରା - ସରପଞ୍ଚ ମହେନ୍ଦ୍ର ଭତ୍ରା , ବକଡ଼ାବେଡ଼ା ସରପଞ୍ଚ ଚୈତୁ ଭତ୍ରା , ସମେତ ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ। ପରେ ଖେଳ ଆରମ୍ଭ ହୋଇଥିଲା ପ୍ରଥମ ମ୍ୟାଚ କଳାହାଣ୍ଡୀ mandali-11 ସହ UV-8 KHUTAGUDA (netaji sporting cluba ) ଖେଳୀ ୪/୦ ରେ କୁଟୁଗୁଡ଼ା ଟିମ ପରାସ୍ତ ହୋଇଥିଲା । ଏହି ଟୁର୍ଣ୍ଣାମେଣ୍ଟରେ ୮ ଗୋଟି ଦଳ ଭାଗ ନେଇଛନ୍ତି । kalahandi. vs uv-8 khutaguda, Bastara fc vs Nabarangapura cyu, sunabeda vs vijaynagaram (ap) vs nagarara (cg) ଦୁଇ ଦିନ ଧରି ମ୍ୟାଚ ଅନୁଷ୍ଠିତ ହେବ।