ମା ଜଗତ ଜନନୀ ଭଣ୍ଡାରି ସଂଘ ର ସ୍ଵାଧୀନତା ଦିବସ ପାଳନ।
ଜୟପୁର,୧୫।୮( ଏ. ଭେଙ୍କଟ ରାଓ ): ଜୟପୁର ସହରର ମା ଜଗତ ଜନନୀ ଭଣ୍ଡାରି ସଂଘ ସ୍ଥାନୀୟ ବାଙ୍କମଠ ପଡିଆ ଠାରେ ସଭାପତି ଏ ଆନନ୍ଦ ରାଓ ଜାତୀୟ ପତାକା ଉତ୍ତୋଳନ କରି ସ୍ଵାଧୀନତା ଦିବସ ପାଳନ କରିଛି। ଏହି ଅବସରରେ ବୟଜ୍ୟେଷ୍ଟୋ ଏମ ଆପାରାଓ ଏବଂ ଇ ଆପାରାଓ ଙ୍କୁ ସମ୍ମାନିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସମ୍ପାଦକ କାଳୀଚରଣ ଉପ ସଭାପତି ରାମୁ କୋଷାଧ୍ୟକ୍ଷ ଏ ରାମା ରାଓ ସହ କୋଷାଧ୍ୟକ୍ଷ ଏଙ୍କ ନା କାର୍ଯ୍ୟକାରିଣୀ ସଦସ୍ୟ ଏ ଜଗଦୀଶ, ଏ ଭେଙ୍କଟ ରାଓ, ଶ୍ରିନୁ, ନାଲା ରାଜୁ ପ୍ରମୁଖ ଉପସ୍ଥିତ ରହିଥିଲେ।