ଆଦିବାସୀ ପରମ୍ପରା ଓ ଅଧିକାର ସୁରକ୍ଷା ପାଇଁ ଝରିଗାଁରୁ ଉଠିଲା ସ୍ୱର
ଝରିଗାଁ, ୧୦ / ୮ ( ନକୁଳ ଭତ୍ରା ) : ଝରିଗାଁ ସଦର ମହକୁମା ଠାରେ ଜିଲ୍ଲା ଜନଜାତି ସୁରକ୍ଷା ମଞ୍ଚ ତରଫରୁ ବିଶ୍ଵ ଆଦିବାସୀ ଦିବସ ଜିଲ୍ଲାର ୧୦ ଗୋଟି ବ୍ଳକର ୧୪ ଗୋଟି ସମାଜ ର ଜନଜାତି ଏକାଠି ହୋଇ ଆଦିବାସୀ ଦିବସ ପାଳନ କରାଯାଇଛି। ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଳକ ସଦର ମହକୁମା ହାଇସ୍କୁଲ ପଡ଼ିଆରେ ଜିଲ୍ଲାର ୧୦ ଗୋଟି ବ୍ଳକର (୧୪) ଗୋଟି ସମାଜର ଜନଜାତି ସମ୍ପ୍ରଦାୟ ର ଆଦିବାସୀ ପ୍ରାୟ (୫୦)ହଜାରରୁ ଉର୍ଦ୍ଧ୍ବ ଆଦିବାସୀ ମହିଳା, ପୁରୁଷମାନେ ହନୁମାନ ଛକ ଠାରୁ ଆଦିବାସୀ ମାନଙ୍କର କଳା, ସଂସ୍କୃତି ପାରମ୍ପାରିକ , ବେଶଭୂଷା, ଅସ୍ରଶସ୍ତ୍ର, ବାଦ୍ୟ, ଗୀତ, ତଥା ଏକତାର ଶକ୍ତି ପ୍ରଦର୍ଶନ କରିଥିଲେ। ଏଥିରେ ମୂଖ୍ୟ ଅତିଥି ପ୍ବର୍ବତନ ସାଂସଦ ଭଗବାନ ମାଝୀ, ସସିଧର ମାଝୀ, ଉପଡେଷ୍ଟା, ଲଛମନ ମାଝୀ, ଜିଲ୍ଲା ସେକ୍ରେଟାରୀ , ଘନ ମାଝୀ ପ୍ରେସିଡେଣ୍ଟ, ପୁନିତରାମ ଗୋଣ୍ଡ ପ୍ରେସିଡେଣ୍ଟ ଗୋଣ୍ଡ୍ ସମାଜ , ଭଗବାନ ଜାନୀ ପ୍ରେସିଡେଣ୍ଟ ପରଜା ସମାଜ,ପରଶୁରାମ ମାଝୀ ପୂର୍ବତନ ସାଂସଦ,ପ୍ରଦୀପ ମାଝୀ ପୂର୍ବତନ ସାଂସଦ,ରମେଶଚନ୍ଦ୍ର ମାଝୀ ପୂର୍ବତନ ସାଂସଦ,ଭଗବତୀ ମାଝୀ ପୂର୍ବତନ ବିଧାୟକ,ପ୍ରକାଶ ମାଝୀ ପୂର୍ବତନ ବିଧାୟକ,ରାମଧର ମାଝୀ ,ଲିଙ୍ଗରାଜ ଭାତ୍ରା ପାପଡ଼ାହାଣ୍ଡି ପ୍ରେସିଡେଣ୍ଟ, , ଡକ୍ଟର ଲିପିକା ମାଝୀ , ଜିଲ୍ଲାପରିଷଦ,ରାଧା ଭାତ୍ର ଚେୟାରମେନ ମୁନ୍ସିପାଲ୍ଟି, ବିନା ମାଝୀ ଚେୟାରମେନ ଡାବୁଗାଁ ମଞ୍ଜୁଳା ମାଝୀ, ପୂର୍ବତନ ଜିଲ୍ଲାପରିଷଦ ପ୍ରେସିଡେଣ୍ଟ ,ସୁସିଲା ମାଝୀ ଚେୟାରମେନ ଉମରକୋଟ, ନରସିଂ ମାଝୀ ସାଉଥ୍ଓଡ଼ିଶା ଆଦିବାସୀ ମହସର୍ଗ ଭାଇସ ପ୍ରେସିଡେଣ୍ଟ ,ମହଂଶୀଙ୍ଗ ଗଣ୍ଡ, ଜନଜାତି ଡାବୁଗାଁ ପ୍ରେସିଡେଣ୍ଟ ଆଦିବାସୀ ମାନଙ୍କର ଅଧିକାର ଓ ସୁରକ୍ଷା ଉପରେ ନିଜ ନିଜ ର ଅବିଭାଷଣ ରଖିବା ସହିତ ଆଦିବାସୀ ପରମ୍ପରା ସଂସ୍କୃତି ତଥା ଅଞ୍ଚଳିକ ପର୍ବ ପର୍ବାଣି ଜୀବିତ ରଖିବାକୁ ପରମର୍ଶ ଦେଇଥିଲେ ।
ଅଗଷ୍ଟ ୯ ତାରିଖକୁ ବିଶ୍ଵ ଆଦିବାସୀ ଦିବସ ଭାବେ ସରକାର ଛୁଟି ଘୋଷଣା କରାଯିବା ସହିତ ଆଦିବାସୀ ମାନଙ୍କ ପ୍ରମୂଖ ପର୍ବ ପର୍ବାଣି ଗୁଡିକ ସରକାରୀ ସ୍ତରରେ ଛୁଟି ଘୋଷଣା କରାଯାଉ ବୋଲି ସମସ୍ତ ଅତିଥି ମାନନ ଦାବୀ କରିଥିଲେ । ଝରିଗାଁ ବ୍ଳକ ଜନଜାତି ସୁରକ୍ଷା ମଞ୍ଚ ସଂଗଠନର କାର୍ଯ୍ୟକର୍ତ୍ତା ଘନ ମାଝୀ ପ୍ରେସିଡେଣ୍ଟ , ଦୁର୍ଯୋ ମାଝୀ , ଚେୟାରମେନ , ଟିକ ମାଝୀ ତବିର ପୂଜାରୀ, ସଦାନନ୍ଦ ଭତ୍ରା, ମହୋନ ନାୟକ ସରପଞ୍ଚ ଯୁନିୟନ ପ୍ରେସିଡେଣ୍ଟ , ସୁକଚନ୍ଦ ମାଝୀ,ଚନ୍ଦ୍ରୁ ପୂଜାରୀ ,ମାଦବ ଭତରା,ସୁକାଳୁ ଗଣ୍ଡ ଜଗଦିଶ ନାୟକ , ପଦମନ ସାନ୍ତା ଜିଲ୍ଲା ଜନଜାତି ପ୍ରେସିଡେଣ୍ଟ ଦିବାକର ହାଳବା , ମାନସାୟ ଭତ୍ରା, ରବି ପୂଜାରୀ, ଅବି ଭତ୍ରା ରତି ଭତ୍ରା, ଧର୍ମୁ ମାଝୀ କିଶୋର ସାନ୍ତା ପ୍ରମୁଖ ଉପସ୍ଥିତ ଥିଲେ