Hot Posts

6/recent/ticker-posts

ରାୟଗଡାରେ ବ୍ରହ୍ମପୁର 35ତମ ମଣ୍ଡଳ ବୀମା କର୍ମଚାରୀ ସାଧାରଣ ସମିଳନୀ

ରାୟଗଡ଼ା, ୧୦ / ୦୮ ( ଭି. ଗୌରି ଶଙ୍କର ରାଓ ) : ବ୍ରହ୍ମପୁର 35 ତମ ମଣ୍ଡଳ ବୀମା କର୍ମଚାରି ସାଧାରଣ ସମିଳନୀ ରାୟଗଡା ର ବଂଶୀ କ୍ରିଷ୍ଣା ମଣ୍ଡପ ଠାରେ ଏକ ସାଧାରଣ ସଭା କାର୍ଯ୍ୟ କର୍ମ ଅନୁଷ୍ଠିତ କରା ଯାଇ ଥିଲା l ଏହି କାର୍ଯ୍ୟ କର୍ମ ରେ ମୁଖ୍ୟ ଅତିଥି ଭାବେ ତ୍ରିନାଥ ଦୋରା ଜେନେରାଲ ସେକ୍ରେଟାରୀ (ଇଷ୍ଟ ସେଣ୍ଟ୍ରାଲ ଜୋନ ଇନ୍ସୁରାନ୍ସ ଏମ୍ପଲୟ ଆଶ୍ସୋସିଏସନ ) ଭବାନୀ ଶଙ୍କର ବେହେରା ପ୍ରେସିଡେଣ୍ଟ. ସନ୍ତୋଷ ରଥ ଜେନେରାଲ ସେକ୍ରେଟାରୀ. ସଦନ ମିଶ୍ର ସେକ୍ରେଟାରୀ ଭୁବନେଶ୍ୱର ଡିଭିଜନ. କିଶୋର ଚନ୍ଦ୍ର ମିଶ୍ର vise ପ୍ରେସିଡେଣ୍ଟ. ଏଲ ନ ବେହରା ସେକ୍ରେଟାରୀ ୱେଲ ଫାଇର ଆଶ୍ସୋସିଏସନ. ଏ ଭି ଏସ ଗିରି ଚେଆର ମାନ ରିସେପସନ କମିଟି ମ୍ୟାନେଜେର ଯୋଗ ଦେଇ ଥିଲେ ଓ ଏହି କାର୍ଯ୍ୟ କ୍ରମ ରେ ବ୍ରହ୍ମପୁର ଡିଭିଜନ ର 14 ଗୋଟି ବ୍ରାଞ୍ଚ ର 200 ଯୋଗ ଦେଇ ଥିଲେ l