ତେରେସିଙ୍ଗାରେ ଶ୍ରୀ ଗଣେଶ ଚତୁର୍ଥୀ
କର୍ଲାମୁଣ୍ଡା (ସୁଶାନ୍ତ ରଣା): କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ତେରେସିଙ୍ଗା ଗ୍ରାମର ଶ୍ରୀ ଶ୍ରୀ ସିଦ୍ଧିବିନାୟକ କମିଟି ପକ୍ଷରୁ ଶ୍ରୀ ଗଣେଶ ଚତୁର୍ଥୀ ପାଳିତ ହୋଇ ଯାଇଛି I ଏଥିରେ ଉମାକାନ୍ତ ବେବର୍ତ୍ତା କର୍ତ୍ତା ରହିଥିଲେ I କମିଟି ର ସଭାପତି ଆଶିଷ କୁମାର ନାଗ ଓ ସମ୍ପାଦକ ଅଜୟ ନାଗଙ୍କ ନେତୃତ୍ୱରେ କମିଟିର ସଦସ୍ୟ ରାଜକିଶୋର, ବିଜୟ, ସାଗର, ସୁବ୍ରତ, ରମେଶ, ମୁକେଶ, ରାକେଶ, ଦେବାଶିଷ, ସୌମ୍ୟ ରଞ୍ଜନ୍, ଶେଖର, ହିମାଂଶୁ, ପପୁ, ଦେବେନ୍ଦ୍ର, ନମିତ, ଉମେଶ, ଚିଣ୍ଟୁ, ସୁଧିର, ସୁଦର୍ଶନ, ଜଗମୋହନ, ଅକ୍ଷୟ, ଯୁଗେଶ, ପ୍ରମୋଦ, ସାହିଲ ବେବର୍ତ୍ତା ପ୍ରମୁଖ ବିଭିନ୍ନ କାର୍ଯ୍ୟରେ ସହଯୋଗ କରିଥିଲେ I