ରାୟଗଡା ମା ମାଝୀ ଗୌରୀ ମନ୍ଦିର ନବୀକରଣ ପାଇଁ ଭୂମି ପୂଜନ.
ରାୟଗଡ଼ା, ୩୦ / ୦୮ ( ଭି. ଗୌରି ଶଙ୍କର ରାଓ ) : ରାୟଗଡା ମା ମାଝୀ ଗୌରୀ ମନ୍ଦିର ର ଉନତି ପାଇଁ ବିଜେଡି ସରକାର 36କୋଟି ତାଙ୍କ ମଞ୍ଜୁରୀ କରି ଥିଲେ l ଆଜି ତାର ଶିଳାନଶ କରା ଯାଇଛି l ପ୍ରଥମ ପ୍ରଜାୟ ରେ 26କୋଟି ବ୍ୟୟ ରେ ପୂର୍ତ୍ତ ବିଭାଗ ର ତତ୍ୱ ବଧାନ ରେ କାସି କାଞ୍ଚନ ପ୍ରାଇଭେଟ କନଷ୍ଟ୍ରକସନ ଦ୍ୱାରା ସିଲାନ୍ୟସ କରା ଯାଇଛି ମନ୍ଦିର ଚାରି ପାଖ ଉନ୍ନତି କରା ଯିବା ସହ ରାସ୍ତା.ଅତିଥି ଗୁହ.ଭବନ.ମନ୍ଦିର କାର୍ଯ୍ୟଳୟ ବିଶ୍ରାମ ଗୃହ.ପାର୍କ.ଶୌଚାଳୟ.ଜାନବାହାନ ରଖିଵା ପାଇଁ ବ୍ୟ ବସ୍ଥା କରା ଯିବା l ଆସନ୍ତା 24 ମାସ ମଧ୍ୟ ରେ ସମସ୍ତ କାର୍ଯ୍ୟ ଶେଷ କରା ଯିବ ବୋଲି ଠିକା ସଂସ୍ଥା ପ୍ରକାଶ କରି ଛନ୍ତି l ମନ୍ଦିର କୁ ଆସୁ ଥିବା ଜିଲ୍ଲା ଵା ରାଜ୍ୟ ବାହାରୁ ଆସୁଥିବା ଭକ୍ତ ଭଲ ଭାବ ରେ ଦର୍ଶନ କରି ଯାଇ ପାରିବେ ସେ ପ୍ରକାର ବ୍ୟବସ୍ଥା କରା ଯିବ l କହିବାକୁ ଗଲେ ମନ୍ଦିର ରୂପରେଖ ପୁରା ବଦଳୀ ଯିବ l ୟେ ଖବର ସୁନି ଜିଲ୍ଲାବାସି ଓ ବକ୍ତ ଙ୍କ ମନ ରେ ଉତ କଣ୍ଠl ଭରି ଯାଇଛି l