Hot Posts

6/recent/ticker-posts

ଝରିଗାଁ ବନାଞ୍ଚଳରେ ନୂତନ ଅଧିକାରୀ ଭାବେ ଅସିତ ସାହୁଙ୍କ ଯୋଗଦାନ

ଝରିଗାଁ, ୧୪ / ୦୮ ( ନକୁଳ ଭତ୍ରା ) : ଝରିଗାଁ ବନାଞ୍ଚଳ ରେ ନୂତନ ଅଧିକାରୀ ଭାବେ ଶ୍ରୀ ଅସିତ ସାହୁ ଯୋଗଦାନ ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଳକ୍ ସହଦରମହକୁମ ରେ ନୂତନ ବନାଞ୍ଚଳ ଭାବେ ପୂର୍ବରୁ ଡାବୁଗାଁ ବନାଞ୍ଚଳ ଅଧିକାରୀ କାର୍ଯ୍ୟରତ ଥିବା ଶ୍ରୀ ଅସିତ ସାହୁ ବର୍ତ୍ତମାନ ନୂତନ ଝରିଗାଁ ବନାଞ୍ଚଳ ଅଧିକାରୀ ଭାବେ ଯୋଗଦାନ କରିଛନ୍ତି। ଝରିଗାଁ ବନାଞ୍ଚଳ ରେ ଚୋରା କାଠ କାରବାର ରଖିବା ସହ ବନ୍ୟ ଜନ୍ତୁ ଜଙ୍ଗଳ ସୁରକ୍ଷା ଏବଂ ସଂରକ୍ଷଣ କରିବା ପରିବେଶ ସୁରକ୍ଷା ଏବଂ ଅଧିକରୁ ଅଧିକ ବନାମୀ ସୃଷ୍ଟି କରିବା ଦିଗରେ ପଦକ୍ଷେପ ନେବା ସହ ଜନ ସଚେତନ ସୃଷ୍ଟି କରିବାର ମତ ପ୍ରକାଶ ରଖିଛନ୍ତି । ପୂର୍ବରୁ ତାଙ୍କର ଜଙ୍ଗଲ ସୁରକ୍ଷା ହେଉ ବା ବନାମି ସୃଷ୍ଟି କରିବା ତାଙ୍କର ବହୁ ଉପଲବ୍ଧି ରହିଛି। ନୂତନ ଭାବେ ଝରିଗାଁ ରେ ବନାଞ୍ଚଳ ଅଧିକାରୀ ଭାବେ ତାଙ୍କର ଯୋଗଦାନ କୁ ନେଇ ବୁଦ୍ଧିଯିବି ମହଳରେ ଖୁସିର ଲହରୀ ଖେଳିଯାଇଛି। ଶ୍ରୀ ସାହୁ ଙ୍କୁ ଶୁଭେଛା ସୁହୃଦ ଛୁଟିବାରେ ଲାଗିଛି