ରାଜିବ ଗାନ୍ଧି କମ୍ପ୍ୟୁଟର ସ୍ଵାକ୍ଷର ମିଶନରେ ନୂତନ ଦକ୍ଷତାର ପାଠ
କୋରାପୁଟ, ୩୦ / ୦୮ ( ଗୁପ୍ତ ପ୍ରସାଦ ପତ୍ରିକା ) : ଆଜି କୋରାପୁଟ ଅତିଥି ଭବନ ସଦ୍ଭା ଗୃହ ରେ ରାଜିବ ଗାନ୍ଧି କମ୍ପୁଟର ସ୍ଵାକ୍ଷର ମିଶନ ତରଫରୁ ଓଡ଼ିଶାର RKSM ର ନିର୍ଦେଶକ ଶ୍ରି ମହେନ୍ଦ୍ର ବାଘ ଙ୍କ ଅଧ୍ୟକ୍ଷତାରେ ଏକ ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମ କେତେକ ଅଙ୍ଗନବାଡ଼ି କର୍ମି ଓ ସ୍ଵାଚ୍ଛାସେବି .ଦ୍ଭାଇ ଭଉଣି ମାନଙ୍କୁ ନେଇ ଏହି କାର୍ଯ୍ୟକ୍ରମ ଅନୁଷ୍ଟିତ ହେଇଥିଲା । ଏଥିରେ ମୂଖ୍ୟ ଅତିଥି ଡଃ. ରାଜେସ ପାତ୍ର , କିଛି କହିଥିବା ବେଳେ ଶ୍ରୀ ମହେନ୍ଦ୍ର ବାଘ ସପୂର୍ଣ୍ଣ, ବିବରଣି ଉପରେ ଆଲୋକପାତ କରିଥିଲେ । ଯଥା, କିଛି ଭି ଶିକ୍ଷା ନକରିଥିବା ବ୍ୟକ୍ତି ମାନେ ମାନେ କିପରି ସିଧାସଳଖ ୧୦ ପରିକ୍ଷା କିପରି ଦେଇ ଉତିର୍ଣ୍ଣ ହେବେ B,E D ପରିକ୍ଷା ସମ୍ଭନ୍ଧରେ ତଥା ୟଗା ଶିକ୍ଷକ ତାଲିମ, ସେମାନଙ୍କର ନିଯୁକ୍ତି ସଂପର୍କ ରେ ଅବଗତ କରିଥିଲେ । ତା ଛଡ଼ା ଘରେ ରହିଥିବା ଗୃହଣି ମା ଓ ଭଉଣି ମାନେ କିପରି ଆର୍ମନିର୍ଭର ହେଇ ପାରିବେ । ଏହି ସମସ୍ତ ବିଷୟ ରେ ତଥା କେନ୍ଦ୍ର ସରକାରଙ୍କ ..ଯୋଜନା ଗୁଡ଼ିକୁ ଲୋକ ଲଚ଼ନକୁ ଆଣିଥିଲେ ।ଏହି କାର୍ଯ୍ୟକ୍ରମରେ ବିଷିଷ୍ଟ ବ୍ୟକ୍ତି ବିସେଷ ଉପସ୍ଥିତ ଥିଲେ ଏହି କାର୍ଯ୍ୟକ୍ରମରେ ୧୦୦ ରୁ ଉର୍ଦ୍ଧ ଲୋକ ଯୋଗ ଦେଇଥିଲେ ।ଶେଷରେ ଶ୍ରି ଯୁକ୍ତ ମହେନ୍ଦ୍ର ବାଘ ..ଧନ୍ୟବାଦ ଅର୍ପଣ କରି ସଦ୍ଭାସଙ୍ଗ କରିଥିଲେ .....