ରାୟଗଡ଼ା କଳିଙ୍ଗ ବୈଶ୍ୟ ସଂଘରେ ଉତ୍ସାହପୂର୍ଣ୍ଣ ସ୍ୱାଧୀନତା ଦିବସ ପାଳନ
ରାୟଗଡ଼ା, ୧୫ / ୦୮ ( ଭି. ଗୌରି ଶଙ୍କର ରାଓ ) : ରାୟଗଡ଼ା କଳିଙ୍ଗ ବୈଶ୍ୟ ସଂଘ ରାୟଗଡ଼ା ଓଡ଼ିଶା.ଅଗଷ୍ଟ ୧୫ ୨୦୨୫ - ୭୯ ତମ ବୌଷ ସଂଘ କାର୍ଯ୍ୟଳୟ ରେ ସକାଳ ୮ଘଣ୍ଟା ସମୟରେ ସ୍ଵାଧିନତ ଦିବସ ମହାସମାରହରେ ପାଳନ ହୋଇଅଛି । ସଂଘର ସଂପାଦକ T ଜୟରାମ , ପତାକା ଉକ୍ତଳନକରିଥିଲେ ..l ସଂଘର ଏକତା ବିଷୟରେ କହିଥିଲେ ଓ ଏହି ଅବସରରେ ତାଙ୍କ ସ୍ରପ୍ରଦାୟ ଯୁବା ଉଦୟ ମାନ ଯୁବା କୃତିତ୍ଵ ହାସଲ କାରି ଯେଉଁମାନେ ଗର୍ବ ଗୌରବ ଆଣିଛନ୍ତି।ତାଙ୍କୁ ପ୍ରଶଂସା ପତ୍ର ଓ ସ୍ୱାରକ ଦେଇ ସଂମ୍ମାନିତ କରାଯାଇଥିଲା ।ଏହି ସଦ୍ଭାରେ ଅନେକ ମାନ୍ୟଗଣ୍ୟ ,ବୁଦ୍ଧିଯିବି ଯୋଗଦେଇ ପୁରଷୃତ ମାନକୁ ଉର୍ଚ୍ଚାହ ପ୍ରଦାନ କରିଥିଲା ଅନ୍ୟମାନଙ୍କ ପାଇଁ .ପ୍ରେରଣା ସୃଷ୍ଟି କରିଥିଲା . ପରିଶେଷରେ ଜଳଖିଆ ର ବନ୍ଦବସ୍ତ କରାଯାଇଥିଲା .(ଏହି ଜଳଖିଆ ଗୋଟିଏ ପରଷ୍ସର ପ୍ରେମର ଚିହ୍ନ ଥିଲା)ପରିଶେଷରେ ନ ସଚିବ T ଜୟରାମ ଧନ୍ୟବାଦ ଅର୍ପଣ କରିଥିଲେ