Hot Posts

6/recent/ticker-posts

ଦେଶ ବିଭାଜନ ର ଏକ ଅତି ସମ୍ବେଦନଶୀଳ ଘଟଣା ,ବିଭାଜନ ବିଭୀଷିକା ସ୍ମୃତି ଦିବସ

ଭବାନୀପାଟଣା, ୧୪ / ୦୮ ( ବିଷ୍ଣୁ ଚରଣ ସ୍ୱାଇଁ ) : ଅଗଷ୍ଟ ୧୯୪୭ ଦେଶ ସ୍ବାଧୀନ ହେବା ପୂର୍ବରୁ ଯୋଉ ଇତିହାସ କୁ ଚାପି ରଖି ଦିଆ ଯାଇଥିଲା ସେହି ଇତିହାସ ସମଗ୍ର ଭାରତ ବାସୀ ଙ୍କୁ ଜାଣିବା ଜରୁରୀ କି ସେ ସମୟ କିପରି ହୃଦୟ ବିଦାରକ ରହିଥିଲା କେତେ କଷ୍ଟ ଦାୟକ ଥିଲା ,ଆତ୍ମ କୁ ଦୋହଲାଇ ଦିଏ ସେହି କାଳଖଣ୍ଡ ୧୯୪୭ ଅଗଷ୍ଟ ୧୪ ତାରିଖ ରେ କଂଗ୍ରେସ ଦେଶ କୁ ବିଭାଜନ କରି ଯୋଉ ନରସଂହାର ର ତାଣ୍ଡବ ରଚି ଥିଲା ତାହା ଦେଶ ବାସୀ କେବେ ଭୁଲି ପାରିବେ ନାହିଁ ,ଯୋଉ ମାନେ ସହିଦ୍ ହୋଇଛନ୍ତି ଧନ ଜନ ପ୍ରାଣ ହରାଇଲେ ଲୁଟ ପାଟ ର ଶିକାର ହୋଇ ବିସ୍ଥାପିତ ହେଲେ ଧର୍ଷଣ ଶୋଷଣ ଅନ୍ୟାୟ ଅତ୍ୟାଚାର ଶିକାର ହୋଇ ପଳାୟନ କରିବା ପାଇଁ ବାଧ୍ୟ ହୋଇଥିଲେ ସେହି ଅମାନବୀୟ ଅକଥନୀୟ ନିର୍ଯାତନା ସହ୍ୟ କରିବା ବଦଳ ଅନେକ ନିଜ ଆତ୍ମ ସମ୍ମାନ ବଞ୍ଚାଇବା ପାଇଁ ଆତ୍ମାହୁତି ଦେଇଥଲେ। ,ସେହି ସମୟର ଇତିହାସ କୁ ଚାପି ଦେଇ କେବଳ ନିଜର ସୁଖ ସୁବିଧା ପାଇଁ ବାରମ୍ବାର ଦେଶ ଓ ଦେଶ ବାସୀଙ୍କୁ ସ୍ଵାଧିନତା ନାଁ ରେ ବଳି ପକାଇଲେ ,ବର୍ତ୍ତମାନ ସେହି ସମୟର କଳା କାରନାମା ଦେଶ ବିରୋଧୀ ନୀତି ସମ୍ପର୍କରେ ଦେଶ ବାସୀ ଅବଗତ ହେଲା ପରେ ,କଂଗ୍ରେସ ର ଏହି ହିନ ମାନସିକତା ପାଇଁ କଂଗ୍ରସ କୁ ଦେଶ ବାସୀ କେବେ ହେଲେ କ୍ଷମା ଦେବେ ନାହିଁ,ବିଭାଜନ ରେ ପ୍ରାଣ ହରାଇଥିବା ସେହି ଅମର ଆତ୍ମ ଙ୍କ ଉଦ୍ୟେଶ୍ ରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୦୨୧ ମସିହା ଠାରୁ ସମଗ୍ର ଦେଶ ରେ ବିଭାଜନ ବିଭୀଷିକା ସ୍ମୃତି ଦିବସ କୁ ପାଳନ କରିବା ଏକ ଜନ ଆନ୍ଦୋଳନ ସୃଷ୍ଟି କରିଛନ୍ତି , ଦେଶ ବାସୀ ଙ୍କ ଏକ ହଜିଜାଇ ଥିବା ଅପ୍ରିୟ ସତ୍ୟ କୁ ଜାଣି ଆଜି ସମସ୍ତ ଭାରତୀୟ କର୍ତ୍ତବ୍ୟ ଓ ଦାଇତ୍ୱ,ଅଗଷ୍ଟ ୧୪ ତାରିଖ କୁ ବିଭାଜନ ବିଭୀଷିକା ସ୍ମୃତି ଦିବସ ରୂପେ ପାଳନ କରି ସେହି ସମୟରେ ପ୍ରଣ ହରେଇ ଥିବା ଅମର ଆତ୍ମ ଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ଆମ ସମସ୍ତ ଭାରତୀୟ ଙ୍କ କର୍ତ୍ତବ୍ୟ ଅଟେ,
ଏହି ପରିପ୍ରେକ୍ଷି ରେ କଳାହାଣ୍ଡି ଭାରତୀୟ ଜନତା ପାର୍ଟି ତରଫ ରୁ ଭବାନୀପାଟଣା ସ୍ଥିତ ଟାଉନ୍ ହଲ୍ ଠାରେ ବିଭାଜନ ବିଭୀଷିକା ସ୍ମୃତି ଦିବସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଯାଇଅଛି, ଏହି କାର୍ଯ୍ୟକ୍ରମ ରେ ଗଣଶିକ୍ଷା ଓ ଆଦିବାସୀ ଉନ୍ନୟନ ମନ୍ତ୍ରୀ ଶ୍ରୀ ନିତ୍ୟନନ୍ଦ ଗଣ୍ଡ ,ଜିଲ୍ଲା ସଭାପତି ଶ୍ରୀ ଯୁଗଳ କିଶୋର ପୋଡ଼,କଳାହାଣ୍ଡି ସାଂସଦ ଶ୍ରୀମତୀ ମାଳବିକା ଦେବୀ,ପୂର୍ବତନ ଜିଲ୍ଲା ସଭାପତି ଦେବେନ୍ଦ୍ର ମହାନ୍ତି,ଆର୍ତ୍ତ ମହାପାତ୍ର,ବରିଷ୍ଟ ନେତା ଭାରତ ଦେଓ ,ପୂର୍ବତନ ବିଧାୟକ ଅନାମ ନାଏକ,ସଂଘ ପ୍ରମୁଖ ଜୟ ନାରାୟଣ ବାବୁ ,ଉପ ସଭାପତି ପ୍ରଶାନ୍ତ ସାହୁ ,ରମେଶ ମାଝୀ ,ଯୁବ ମୋର୍ଚ୍ଚା ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ଦିବ୍ୟଜ୍ୟୋତି ମୁଣ୍ଡ,ଧର୍ମଗଡ଼ ବିଧାୟକ ପ୍ରତିନିଧି ହିମାଂଶୁ ପଣ୍ଡା ,ଯୁବ ସଭାପତି ବିଜୟ ଦେବ ସାହୁ,ପୂର୍ବତନ ନଗର ସଭାପତି ସନ୍ତୋଷ ବିଶି ,ପୂର୍ବତନ ଜଲ୍ଲାପରିଷଦ ଅଧ୍ୟକ୍ଷ ଶରତ ନାଏକ,ନଗର ସଭାପତି 
ଚିତ୍ତରଂଜନ ପାତ୍ର ,ହିମାଂଶୁ ବିଶ୍ଵାଳ,ବିଜୟ ମହାରଣା,ରାକେଶ ଶର୍ମା
ଙ୍କ ସମତେ ଜିଲ୍ଲା ମିଡ଼ିଆ ଆବାହକ ନରହରି ପଟ୍ଟନାୟକ ଉପସ୍ଥିତ ରହିଥିଲେ
କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ନୁ ଚରଣ ସ୍ଵାଇଁ ଙ୍କ ରିପୋଟିଂ