ଓଲଟି ପଡ଼ିଲା ଟ୍ରକ, ଅଳ୍ପକେ ବର୍ତ୍ତିଗଲେ ଡ୍ରାଇଭର
ନବରଙ୍ଗପୁର, ୨୩ / ୭ ( ନକୁଳ ଭତ୍ରା ) : ନବରଙ୍ଗପୁର ଜିଲ୍ଲା ଚନ୍ଦା ହାଣ୍ଡୀ ଘାଟିରେ ଓଲଟିଲା ଟ୍ରକ ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ଚନ୍ଦା ହାଣ୍ଡୀ ଘାଟିରେ ଭାରସାମ୍ୟ ହରାଇ ଗୋଟିଏ ଟ୍ରକ ଓଲଟି ପଡିଥିବା ବେଳେ ଅଳ୍ପକେ ବର୍ତ୍ତି ଗଲେ ଡ୍ରାଇଭର ଉମରକୋଟ ଠାରୁ ରାୟପୁର ଯାଉ ଥିବା ବେଳେ ଏକ ଧାନ ବଢେଇ ଟ୍ରକ ଝରିଗାଁ ରୁ ଚନ୍ଦା ହାଣ୍ଡୀ ଯାଉଥିବା ବେଳେ ପ୍ରାୟ ଆଜି ଅପରାହ୍ନ ୧ ଘଟିକା ସମୟରେ ଭାରସାମ୍ୟ ହରାଇବା ଚନ୍ଦା ହାଣ୍ଡୀ ଘାଟିର ରାସ୍ତା କୋଡ଼ରେ ଓଲଠି ପଡିଥିଲା । ସୂଚନାଯୋଗ୍ୟ : ଗାଡ଼ିରେ ଜଣେ ଡ୍ରାଇଭର ଥିବା ଜଣାପଡିଛି । ଘଟଣାର ଖବର ପାଇ ଝରିଗାଁ ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି।