ଯାହାର ପରିବାର କୌଣସି ବ୍ୟକ୍ତି ନାମରେ ଅନ୍ୟ କୌଣସି ଘର ନଥିବ, ଯେଉଁମାନେ ୩ ଲକ୍ଷ ଟଙ୍କା ତଳେ ଆୟ କରନ୍ତି, ସେମାନେ ଏହି ଯୋଜନାରେ ସାମିଲ ହେବେ। ଘର ମିଳିବା ପାଇଁ ୨୦% ଅଗ୍ରିମ ଦେବାକୁ ହେବ। ଋଣ ଚାହିଁଲେ, ବିଏମ୍ଏସି ବ୍ୟାଙ୍କ ଯୋଗାଡ଼ କରିବ ଏବଂ ତ୍ରିପାକ୍ଷିକ ଚୁକ୍ତିନାମା ହେବ। ବିଏମ୍ଏସି ରିସିପ୍ଟ ମିଳିଲେ, ଘର ନିଶ୍ଚିତ ହେବ ବୋଲି ଖବର ମିଳିଛି