Hot Posts

6/recent/ticker-posts

ବ୍ୟବସାୟିକ ଗ୍ୟାସ ବ୍ୟବହାରକାରୀଙ୍କୁ ବଡ଼ ଖୁସଖବର! ମେ’ ପହିଲାରୁ ହ୍ରାସ ହେଲା ଏଲ୍‌ପିଜି ସିଲିଣ୍ଡର ମୂଲ୍ୟ!

୧୯ କିଲୋଗ୍ରାମ ବ୍ୟବସାୟିକ ଏଲପିଜି ସିଲିଣ୍ଡର ମୂଲ୍ୟରେ ଲାଗାତାର ଦ୍ୱିତୀୟ ମାସ ପାଇଁ ହ୍ରାସ! ମେ’ ୧ରୁ ଦିଲ୍ଲୀ, କୋଲକାତା, ମୁମ୍ବାଇ ଓ ଚେନ୍ନାଇରେ ବ୍ୟବସାୟିକ ଗ୍ୟାସ ସିଲିଣ୍ଡର ଶସ୍ତା ହେବାରୁ ହୋଟେଲ ଓ ରେଷ୍ଟୁରାଣ୍ଟ ମାଲିକଙ୍କ ମୁହଁରେ ହସ!
ନୂଆ ଦର (୧୯ କିଲୋ):
ଦିଲ୍ଲୀ: ₹1747.50 (ପୂର୍ବରୁ ₹1762)
କୋଲକାତା: ₹1851.50 (₹1868.50 ରୁ ହ୍ରାସ)
ମୁମ୍ବାଇ: ₹1699 (₹1713.50 ରୁ ହ୍ରାସ)
ଚେନ୍ନାଇ: ₹1906.50 (₹1921.50 ରୁ ହ୍ରାସ)
ମାତ୍ର ଏପ୍ରିଲରେ ମଧ୍ୟ ଦିଲ୍ଲୀରେ ଗ୍ୟାସ ଦର 41 ଟଙ୍କା କମିଥିଲା। ଏବେ ଓଡ଼ିଆ ଖାଦ୍ୟ ବ୍ୟବସାୟରୁ ନେଇ ଅନ୍ତର୍ଜାତୀୟ ରେଷ୍ଟୁରାଣ୍ଟ ପର୍ଯ୍ୟନ୍ତ ସମସ୍ତେ ଏହି ହ୍ରାସରୁ ଲାଭ ପାଇବେ।
ଘରୋଇ ଏଲ୍‌ପିଜି ମୂଲ୍ୟ ଏପର୍ଯ୍ୟନ୍ତ ସ୍ଥିର:
୧୪.୨ କିଲୋଗ୍ରାମ ସିଲିଣ୍ଡର ଦର ପରିବର୍ତ୍ତନ ନାହିଁ।
ଦିଲ୍ଲୀ: ₹853
କୋଲକାତା: ₹879
ମୁମ୍ବାଇ: ₹852.50
ଚେନ୍ନାଇ: ₹868.50
ବ୍ୟବସାୟିକ ଅଞ୍ଚଳ ପାଇଁ ଏହା ହେଉଛି ଏକ ଆଶାର ସୂଚନା!