Hot Posts

6/recent/ticker-posts

ଚାଇନା ବଢ଼ାଇଛି ପାକିସ୍ତାନ କୁ ସହଯୋଗ ର ହାତ

ଚାଇନା ବଢ଼ାଇଛି ପାକିସ୍ତାନ କୁ ସହଯୋଗ ର ହାତ, ଚାଇନା ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟି ଓ ପାକିସ୍ତାନ ଉପପ୍ରଧାନମନ୍ତ୍ରୀ ଇସାକ ଦାର ମଧ୍ୟରେ ଟେଲିଫୋନ କଥାବାର୍ତ୍ତାରେ ଚାଇନା ପାକିସ୍ତାନର ସାର୍ବଭୌମତ୍ୱ ଓ ସୁରକ୍ଷାକୁ ସମର୍ଥନ କରିଛି। ୱାଙ୍ଗ ଘୋଷଣା କରିଛନ୍ତି — ଚାଇନା ପାକିସ୍ତାନର ସହିତ ଦୃଢ଼ ଭାବେରେ ଠିଆ ହୋଇଅଛି! ସେହିସହିତ, ଚାଇନା ପହଲଗାମ ଆକ୍ରମଣର ତ୍ୱରିତ ଓ ନିରପେକ୍ଷ ତଦନ୍ତର ଆହ୍ୱାନ କରିଛି। ରିପୋର୍ଟ ଅନୁସାରେ, ଚାଇନା ଭାରତ ପାଇଁ ଏକ ନୂଆ ଚ୍ୟାଲେଞ୍ଜ ଉପସ୍ଥାପନ କରିଛି ବୋଲି ଖବର ମିଳିଛି