Hot Posts

6/recent/ticker-posts

ଓଡ଼ିଶାରେ କାଳବୈଶାଖୀର ତାଣ୍ଡବ

ଭୁବନେଶ୍ୱର, ୨୯/୪ : ଓଡିଶାର ଅନେକ ଜିଲା ଏବେ କାଳବୈଶାଖୀର ନଜର ରେ ! ଘଡ଼ଘଡ଼ି, ବିଜୁଳି, ଝଟ୍‌କା ପବନ ସହ ବର୍ଷା ଓ କୁଆପଥର ରେ ଜନଜୀବନ ଅସ୍ତବ୍ୟସ୍ତ! ଖୋର୍ଦ୍ଧା, ବାଲେଶ୍ୱର, ରାୟଗଡ଼ା, ଅନୁଗୋଳ, ଗଞ୍ଜାମ, ଓ ଅନ୍ୟାନ୍ୟ ଜିଲ୍ଲାରେ ବର୍ଷା ଓ ପବନର ତାଣ୍ଡବ ଦେଖାଯାଇଛି। କେତେକ ସ୍ଥାନରେ ୬୦-୭୦ କିମି ବେଗରେ ପବନ ବହିଛି। ଭୁବନେଶ୍ୱର-କଟକରେ ମଧ୍ୟ ରାତିରେ ଆକାଶ ଫାଟିପଡ଼ିଥିବା ଭଳି ଆବାଜ ଓ ଝରିପକା ବର୍ଷା ହୋଇଛି ! ମେଟ୍‌ ଡିପାର୍ଟମେଣ୍ଟ ପକ୍ଷରୁ ୨ ତାରିଖ ପର୍ଯ୍ୟନ୍ତ ବର୍ଷା ଓ ପବନ ନେଇ ଆଲର୍ଟ ଜାରି କରାଯାଇଛି ବୋଲି ଖବର ମିଳିଛି